News

କୋଲକତାର ପୁରାତନ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

fire

ପଶ୍ଚିମବଙ୍ଗ କୋଲକତାର ପୁରାତନ ମେଡିକାଲ କଲେଜରେ ବୁଧବାର ସକାଳ ୭ଟା ୩୦ରେ ଏ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ୧୦ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ। ପ୍ରାଥମିକ ରିପୋର୍ଟ ଅନୁଯାୟୀ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ୨୫୦ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

fire

ଅଗ୍ନିଶମ ବାହିନୀ, ପୁଲିସ ସମେତ କୋଲକତା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବାହିନୀ ସେଠାରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ମେଡିକାଲ୍‍ କଲେଜ୍‍ କୋଠା ଧୂଅାଁରେ ଭର୍ତ୍ତି ହୋଇଯାଇଛି। ନିଆଁ ଲାଗିବା ପରେ ରୋଗୀଙ୍କୁ ଷ୍ଟ୍ରେଚରରେ ଅନ୍ୟ କୋଠାକୁ ନିଆଯାଇଥିଲା। ନିଆଁ ଲାଗିବା ପରେ ରୋଗୀଙ୍କୁ ଷ୍ଟ୍ରେଚରରେ ଅନ୍ୟ କୋଠାକୁ ନିଆଯାଇଥିଲା।

ସୂଚନାଯୋଗ୍ୟ,ପୂର୍ବରୁ ୨୦୧୧ରେ କୋଲକତା ସ୍ଥିତି ଆମ୍ରି ହସ୍ପିଟାଲ୍‍ରେ ନିଅାଁ ଲାଗି ୯୨ ଜଣଙ୍କ ମୃତ୍ୟୁ ଘଟିଥିଲା।

ପଢନ୍ତୁ; ରେଳ ମନ୍ତ୍ରଣାଳୟ ଦ୍ୱାରା ପାଳିତ ହେଲା ‘ସ୍ୱଚ୍ଛତା ହି ସେବା ପଖୱାଡା’

Related posts

ଗଛ ପାଇଁ ବଞ୍ଚିଗଲା ଚାରି ମହଲାରୁ ଖସି ପଡ଼ିଥିବା ୧୪ ମାସ ଶିଶୁର ଜୀବନ

ENO Beuro

ରାଜଧାନୀ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ବିଗୁଡୁଛି ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା, ଏମ୍ସ ଗଲେ ରାଷ୍ଟ୍ରପତି

Ratnamani Moharana

Leave a Comment