News

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଗୁଳିମାଡ଼,ଯୁବକ ଆହତ

puri

ପୁରୀ ଜିଲ୍ଲା ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଗୁଳିମାଡ଼ ହୋଇଛି। କିଛି ଦୁର୍ବୃତ୍ତ ସେଠାରେ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି। ଗୁଳିମାଡ଼ରେ ଦୁର୍ଦ୍ଦାନ୍ତ ଅପରାଧି ସଞ୍ଜୟ ବେହେରା ଓରଫ ପାରା ଗୁରୁତର ଆହତ ହୋଇଛି। ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟମାର ତଦନ୍ତ ଜାରି ରଖିଛି।

puri

ସୂଚନାଯୋଗ୍ୟ,ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରାଙ୍କ ଉପରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ପାରା ଗୁଣ୍ଡିଚା ମନ୍ଦିର ନିକଟକୁ ଆସୁଥିବା ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଦୁଇରୁ ତିନି ଜଣ ଯୁବକ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ।

ପଢନ୍ତୁ;  ହାଡ ଭଙ୍ଗା ଜାଡ, ଆହୁରି ଦୁଇଦିନ ନିସ୍ତାର ନାହିଁ

Related posts

କର୍ଣ୍ଣାଟକ ନିର୍ବାଚନ : ଜାତି ନିର୍ନାୟ କରିବ ହାର୍ – ଜିତ୍ ର ଭାଗ୍ୟ !

ENO Beuro

ରାଜଧାନୀରୁ ମାଓ ନେତା ଗିରଫ!

ENO Beuro

ଦୁଷ୍କର୍ମ ପରେ ବୋହୂକୁ ପୋଡ଼ିଦେବା ଘଟଣା :ଶେଷରେ ଆଖି ବୁଜିଲେ ପୀଡ଼ିତା

ENO Beuro

Leave a Comment