ଆଜିକାଲିର ଆଧୁନିକ ସମାଜରେ ପୁଅ-ଝିଅ ପରସ୍ପରକୁ ଡେଟ କରିବା ପୂର୍ବରୁ ଅନେକ କଥା ପ୍ରତି ଧ୍ୟାନ ଦେଇଥାନ୍ତି । ଏପରି କି ଅନେକ ଲୋକ ସାଥୀଙ୍କ ନାମର ପ୍ରଥମ ଅକ୍ଷରକୁ ମଧ୍ୟ ନୋଟିସ କରିଥାନ୍ତି । ତେବେ ନାମର ପ୍ରଥମ ଅକ୍ଷର ବ୍ୟକ୍ତି ସ୍ୱଭାବ ବିଷୟରେ ଅନେକ କଥା କହିଥାଏ ।
ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ରାଗି ସ୍ୱଭାବର :-
ବି ନାମର ଝିଅ :- ଯେଉଁ ଝିଅଙ୍କ ନାମ ବି ରୁ ଆରମ୍ଭ ହୋଇଥାଏ ହୃଦୟ ସଫା ଥାଏ କିନ୍ତୁ ଏମାନେ ନିଜର ରାଗକୁ ଅନ୍ୟ ଉପରେ ବାହାର କରିଥାନ୍ତି ।
ପି ନାମର ଝିଅ :- ଯେଉଁ ଝିଅଙ୍କ ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ନିଜ ଦୁଃଖକୁ ଅନ୍ୟ ଆଗରେ ଶେୟାର କରନ୍ତି ନାହିଁ । ଏହି କାରଣରୁ ଏମାନଙ୍କୁ ଖୁବ ରାଗ ଆସିଥାଏ । ଏହା ବ୍ୟତିତ ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନେ ଖୁବ ଯତ୍ନବାନ ହୋଇଥାନ୍ତି ।
ଏଚ୍ ନାମର ଝିଅ :- ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅଙ୍କୁ ଖୁବ ଶୀଘ୍ର ରାଗ ଆସିଥାଏ । କିନ୍ତୁ ଏପରି ଝିଅମାନେ ନିଜ ପାର୍ଟନରଙ୍କୁ ଖୁବ ଭଲ ପାଇଥାନ୍ତି ।
ଏଲ ନାମର ଝିଅ :- ଏହି ଅକ୍ଷରୁ ନାଁ ଆରମ୍ଭ ହୋଇଥିବା ଝିଅମାନେ ରାଗିଲେ ନିଜର କ୍ଷତି କରିଥାନ୍ତି । ରାଗିଲେ ଏମାନେ ନିଜକୁ କାବୁ କରିପାରନ୍ତି ନାହିଁ ।
ପଢନ୍ତୁ ;