LIFESTYLE

ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ରାଗି ସ୍ୱଭାବର !

ଆଜିକାଲିର ଆଧୁନିକ ସମାଜରେ ପୁଅ-ଝିଅ ପରସ୍ପରକୁ ଡେଟ କରିବା ପୂର୍ବରୁ ଅନେକ କଥା ପ୍ରତି ଧ୍ୟାନ ଦେଇଥାନ୍ତି । ଏପରି କି ଅନେକ ଲୋକ ସାଥୀଙ୍କ ନାମର ପ୍ରଥମ ଅକ୍ଷରକୁ ମଧ୍ୟ ନୋଟିସ କରିଥାନ୍ତି । ତେବେ ନାମର ପ୍ରଥମ ଅକ୍ଷର ବ୍ୟକ୍ତି ସ୍ୱଭାବ ବିଷୟରେ ଅନେକ କଥା କହିଥାଏ ।

ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ରାଗି ସ୍ୱଭାବର :-

ବି ନାମର ଝିଅ :- ଯେଉଁ ଝିଅଙ୍କ ନାମ ବି ରୁ ଆରମ୍ଭ ହୋଇଥାଏ ହୃଦୟ ସଫା ଥାଏ କିନ୍ତୁ ଏମାନେ ନିଜର ରାଗକୁ ଅନ୍ୟ ଉପରେ ବାହାର କରିଥାନ୍ତି ।

ପି ନାମର ଝିଅ :- ଯେଉଁ ଝିଅଙ୍କ ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ନିଜ ଦୁଃଖକୁ ଅନ୍ୟ ଆଗରେ ଶେୟାର କରନ୍ତି ନାହିଁ । ଏହି କାରଣରୁ ଏମାନଙ୍କୁ ଖୁବ ରାଗ ଆସିଥାଏ । ଏହା ବ୍ୟତିତ ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନେ ଖୁବ ଯତ୍ନବାନ ହୋଇଥାନ୍ତି ।

ଏଚ୍ ନାମର ଝିଅ :-  ଏହି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅଙ୍କୁ ଖୁବ ଶୀଘ୍ର ରାଗ ଆସିଥାଏ । କିନ୍ତୁ ଏପରି ଝିଅମାନେ ନିଜ ପାର୍ଟନରଙ୍କୁ ଖୁବ ଭଲ ପାଇଥାନ୍ତି ।

ଏଲ ନାମର ଝିଅ :-  ଏହି ଅକ୍ଷରୁ ନାଁ ଆରମ୍ଭ ହୋଇଥିବା ଝିଅମାନେ ରାଗିଲେ ନିଜର କ୍ଷତି କରିଥାନ୍ତି । ରାଗିଲେ ଏମାନେ ନିଜକୁ କାବୁ କରିପାରନ୍ତି ନାହିଁ ।

ପଢନ୍ତୁ ;

ବିଳମ୍ବରେ ବିବାହ କଲେ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ ?

Related posts

ଆପଣ ଜାଣିଛନ୍ତି କି ? ଲୁଣ ପାଣିରେ ଗାଧୋଇଲେ ଦୂର ହୋଇଥାଏ ଶରୀରର ଅନେକ ସମସ୍ୟା!

ENO Beuro

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ

ENO Beuro

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ଵାରା ମନ ଖୁସି ରହିବା ସହ ମସ୍ତିଷ୍କ ଶାନ୍ତ ମଧ୍ୟ ରହିଥାଏ?

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More