POLITICALS

ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ପ୍ରଥମ ରୋଡ୍‌ ସୋ’; ଯୋଗଦେବେ ରାହୁଲ ଗାନ୍ଧୀ

ସୋମବାରେ  ବିଶାଳ ରୋଡ୍‌ ସୋ’ କରିବାକୁ ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଆଜି ପହଞ୍ଚୁଛନ୍ତି କଂଗ୍ରେସ ପାର୍ଟିର ସାଧାରଣ ସମ୍ପାଦିକା ତଥା ପୂର୍ବ ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ୱ ଗ୍ରହଣ କରିଥିବା ପ୍ରିୟଙ୍କା ଗାନ୍ଧୀ।ତାଙ୍କ ସହ ଆସିବେ ତାଙ୍କ ଭାଇ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏବଂ ବରିଷ୍ଠ କଂଗ୍ରେସ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ।ପ୍ରମେଯା ରାହୁଲ କିନ୍ତୁ ଆଜି ହିଁ ଦିଲୀ ଫେରିଯିବେ।ପ୍ରିୟଙ୍କା ଏବଂ ରାହୁଲ ଏଠାରେ ରହି ସେମାନଙ୍କ ଭାଗରେ ପଡିଥିବା ଏରିଆ ର କଂଗ୍ରେସ ନେତାଙ୍କୁ ଭେଟିବା ସହ ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ।

ପ୍ରିୟଙ୍କାଙ୍କ ଆଗମନରେ ଆନନ୍ଦିତ ହେଇ ଲକ୍ଷ୍ନୋରେ କଂଗ୍ରେସ କର୍ମୀମାନେ ତାଙ୍କୁ ସ୍ଵାଗତ ଦେବା ପାଇଁ ଅପେକ୍ଷା କରିଛନ୍ତି,ଉତ୍ତରପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ରାଜବବରଙ୍କ ନେତୃତ୍ୱରେ ଆୟୋଜନ ଚାଲିଛି।କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ଆଗରୁ କଂଗ୍ରେସ ନେତାମାନେ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ।
ଚଳିତ ମାସ ୧୮ ତାରିଖ ପରେ ଲକ୍ଷ୍ନୌ ପୁଣି ଥରେ ପୁରା ମାସେ ପାଇଁ ୟୁପି ଗସ୍ତରେ ଯିବେ।

ପଢନ୍ତୁ: ତୃତୀୟ ଟ୍ବେଣ୍ଟି-୨୦:ନ୍ୟୁଜିଲାଣ୍ଡ ୨-୧ରେ ବିଜୟୀ

Related posts

କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧାରୁନି: ଟିକେଟ ଫେରେଇ କଂଗ୍ରେସ ବିରୋଧୀ ହେଲେ

Ratnamani Moharana

ଓଡିଶାରେ ବିଜେପିକୁ ଟାର୍ଗେଟ୍ କଲେ ବିଏସ୍‌ପି ସୁପ୍ରିମୋ ମାୟାବତୀ

Ratnamani Moharana

ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

Ratnamani Moharana

Leave a Comment