EnewsOdia.Com

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମଣିଷର ମୁହଁ ଭଳି ଦେଖାଯାଉଥିବା ମାଛର ମୁହଁ

ମାଛର ମୁହଁ ଦେଖବାକୁ ମଣିଷର ମୁହଁ ଭଳି । କଥାଟି ଅଡୁଆ ଲାଗୁଥିଲେ ମଧ୍ୟ ସତ । ଏବେ ସୋସିଆଲ ମିଡିଆରେ ମଣିଷ ମୁହଁ ଭଳି ମୁହଁ ଥିବା ମାଛର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ପ୍ରାୟ ୩୦ ସେକେଣ୍ଡର ଭିଡିଓରେ ମାଛଟି ପାଣି ଭିତରୁ ମୁଣ୍ଡ ଟୁଙ୍ଗାରି ପାଟି ପାକୁ ପାକୁ କରୁଥିବା ଦେଖିବାକୁ ମିଳିଛି । ଦକ୍ଷିଣ ଚୀନର କଲିଙ୍ଗୋ ସହରର କୁନମିଙ୍ଗ ଗାଁରେ ଦେଖିବାକୁ ମିଳିଛି ଏହି ବିରଳ ପ୍ରଜାତିର ମାଛ ।

ଯାହାର ମୁହଁର ଚେହେରା ଦେଖିବାକୁ ଅବିକଳ ମଣିଷ ଭଳି । ମାଛର ମୁହଁରେ ଥିବା ଚିହ୍ନ ମଣିଷ ମୁହଁର ନାକ, ଆଖି ଓ ପାଟି ଭଳି ଦେଖାଯାଉଛି । ତେବେ ଏହି ଭିଡିଓ ସତ୍ୟତା କେତେ ଜଣାପଡି ନାହିଁ । ଚୀନରେ ମଣିଷ ମୁହଁ ଭଳି ମାଛ ଦେଖାଯିବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ୨୦୧୬ରେ ହୁନାନ ପ୍ରୋଭିନ୍ସର ଉଗାଙ୍ଗ ସିଟିରେ ଜଣେ ଶିକ୍ଷକ ମଧ୍ୟ ମଣିଷ ମୁହଁ ଭଳି ମାଛ ଧରିଥିବା ଦାବି କରାଯାଉଛି ।

ପଢନ୍ତୁ: ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

ସମ୍ବନ୍ଧିତ ଖବର

କୋର୍ଟ ଭିତରକୁ ମନା ସରକାରୀ ବାବୁଙ୍କ ରଙ୍ଗୀନ ଡ୍ରେସ୍

Ratnamani Maharana

ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

Ratnamani Maharana

ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

Ratnamani Maharana

ହ୍ୱାଟ୍ସଆପ, ଫେସବୁକରେ ଲାଗିଲା ଟ୍ୟାକ୍ସ

Ratnamani Maharana

ରାଜଧାନୀରେ ଚାଲିବନି ଅଟୋ ଚାଳକଙ୍କ ମନମାନି

Ratnamani Maharana

ପରଲୋକରେ ଯୋଗ ଜେଜେ ମା’ ନାନମ୍ମଲ

Ratnamani Maharana