EnewsOdia.Com

ପ୍ରେମିକାକୁ ଧୋକା ଦେଉଥିଲା ପ୍ରେମିକ, ଧରା ପକାଇଲା ଫିଟନେସ୍ ୱାଚ୍

ସ୍ୱାସ୍ଥ୍ୟ ଏବଂ ଫ୍ୟାସନ ପାଇଁ ଲୋକେ ଏବେ ଫିଟନେସ୍ ଟ୍ରାକର୍ସ ବ୍ୟବହାର କରୁଛନ୍ତି । ଏହି ଗ୍ୟାଜେଟ୍ ଦ୍ୱାରା ୱାକିଂ, ରନିଂ, ହାର୍ଟ ବିଟ୍ ଏବଂ କେତେ କ୍ୟାଲୋରୀ ବର୍ଣ୍ଣ ହେଉଛି ଆଦି ସବୁ କିଛି ଜଣା ପଡିଥାଏ । କିନ୍ତୁ ଏହି ଗ୍ୟାଜେଟ୍ ବେଳେ ବେଳେ ଧୋକାଧାଡିର ପର୍ଦାଫାଶ କରିଥାଏ । ସେହିଭଳି ଆମେରିକା ପ୍ରାନ୍ତ ନର୍ଥ କ୍ୟାରୋଲିନାରୁ ଏଭଳି ଏକ ଫ୍ରଡକେସ୍ ସାମ୍ନାକୁ ଆସିଛି ।ଆଜିକାଲି ପ୍ରେମ ସମ୍ପର୍କରେ ପ୍ରେମିକ ଓ ପ୍ରେମିକା ଦୁହେଁ ଦୁହିଁଙ୍କୁ ଉପହାରରେ ଫିଟସେନ୍ ଟ୍ରାକର ଦେଇଥାନ୍ତି । ଏହି ଫିଟସେନ୍ ୱାଚ୍ ଏବେ ଜଣେ ପ୍ରେମିକର ସତକୁ ସାମ୍ନାକୁ ଆଣିଛି ।

ନର୍ଥ କ୍ୟାରୋଲିନା ର ଜେନ୍ ସ୍ଲେଟର ନାମକ ଜଣେ ରିପୋର୍ଟର ସୋସିଆଲ ମିଡିଆରେ ନିଜର କାହାଣୀ ସେୟାର କହିଛନ୍ତି । ସ୍ଲେଟର କହିଛନ୍ତି କି , ସେ ଆଉ ତାଙ୍କ ପ୍ରେମିକ ଦୁହେଁ ଫିଟନେସ୍ ରେ ବହୁତ ଧ୍ୟାନ ରଖନ୍ତି । ସେଥିପାଇଁ ତାଙ୍କ ପ୍ରେମିକ ତାଙ୍କୁ ଏକ ଫିଟବିଟ୍ ୱାଚ୍ ଉପହାର ଦେଇଥିଲେ । ସେହି ୱାଚକୁ ଦୁହେଁ ସିଙ୍କ ବି କରି ଦେଇଥିଲେ । ଯାହାଦ୍ୱାରା ଦୁହେଁ ଦୁହିଁଙ୍କର ଗତିବିଧି ଉପରେ ନଜର ରଖି ପାରିବେ । ସ୍ଲେଟର ଆହୁରି ମଧ୍ୟ କହିଛନ୍ତି କି, ଗୋଟେ ଦିନ ରାତିରେ ମୁଁ ଶୋଇଥିଲେ ଅଚାନକ୍ ମୋତେ ମୋ ପ୍ରେମିକର ଶାରିରୀକ ସମ୍ପର୍କକୁ ଏକ ନୋଟିଫିକେସନ ଆସିଲା । ସେହି ଆକ୍ଟିଭିଟି ରେଟ୍ ଜଗିଙ୍ଗ୍ କରିବା ଠାରୁ ବି ଅଧିକ ଥିଲା । ଏହାପରେ ଆମ ଦୁହିଁଙ୍କ ମଧ୍ୟରେ ବ୍ରେକଅପ୍ ହୋଇଗଲା ।

ସେ ଆହୁରି ମଧ୍ୟ କହିଛନ୍ତି କି, ଯେକୌଣସି ଶାରିରୀକ ଆକ୍ଟିଭିଟି ଭଳି , ଯୌନ ସମ୍ପର୍କ ରଖିବା ବେଳେ ଶରୀରର ମାଂସପେଶୀ ଭିଡିହୋଇଥାଏ ଏବଂ ହାର୍ଟବିଟ୍ ବଢିଯାଇଥାଏ । ଏ ସମସ୍ତ ଜିନିଷ ଫିଟନେସ୍ ଟ୍ରାକର ଦେଖିବାକୁ ମିଳେ ।

ପଢନ୍ତୁ:  ସଂଗ୍ରହାଳୟରେ ଖୋଲିବ ବୁଦ୍ଧ ଗ୍ୟାଲେରି

ସମ୍ବନ୍ଧିତ ଖବର

ଏଥର ହୋଲି ପାଳିବେନି ମୋଦି

Ratnamani Maharana

ଓସ୍କାର୍ ଆଓ୍ଵାର୍ଡ ପାଇବା ପରେ ସିଟ୍ ତଳେ ଲୁଚାଉଥିଲେ ନିର୍ଦ୍ଦେଶକ

Ratnamani Maharana

ଆଜି ହେଉଛି ସ୍ଥଳସେନାର ୭୨ ତମ ପ୍ରତିଷ୍ଠା ଦିବସ

Ratnamani Maharana

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ମୋଦି

Ratnamani Maharana

ହାରମୋନିୟମ ସ୍ବରରେ ସଙ୍ଗୀତ ଅଭ୍ୟାସ କରୁଛି କୁକୁର

Ratnamani Maharana

୧୫ ମାସ ମଧ୍ୟରେ ଭାରତରେ ସତ ହେବ ସ୍ଵପ୍ନ, ୩ ମିନିଟରେ ବିମାନ ଭଳି ଉଡ଼ିବ କାର

Ratnamani Maharana