ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଆଜିକାଲି ଅନେକ ଲୋକେ ଘରେ ବାଲ୍କୋନୀ ରଖିବାକୁ ପସନ୍ଦ କରୁଛନ୍ତି। ତେବେ ବାଲ୍କୋନୀ ନିର୍ମାଣ କଲା ବେଳେ ମଧ୍ୟ ବାସ୍ତୁ ପ୍ରତି ଧ୍ୟାନ ଦିଅନ୍ତୁ।
ଆଜିକାଲି ଅନେକ ଲୋକେ ଘରେ ବାଲ୍କୋନୀ ରଖିବାକୁ ପସନ୍ଦ କରୁଛନ୍ତି। ତେବେ ବାଲ୍କୋନୀ ନିର୍ମାଣ କଲା ବେଳେ ମଧ୍ୟ ବାସ୍ତୁ ପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଏଥିରେ ବାସ୍ତୁଦୋଷ ରହିଲେ, ଏହା ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ। ତା’ହେଲେ ଆସନ୍ତୁ ଜାଣିବା ବାଲ୍କୋନୀ ନିର୍ମାଣ ସମୟରେ ବାସ୍ତୁ ଅନୁଯାୟୀ କେଉଁ କଥା ଗୁଡ଼ିକ ଉପରେ ଧ୍ୟାନ ଦେବେ।
୧) ଘରର ବାଲ୍କୋନୀ ଉତ୍ତର-ପୂର୍ବ ଦିଗରେ ନିର୍ମାଣ କରିବା ଉଚିତ୍। ପଶ୍ଚିମ-ଦକ୍ଷିଣ ଦିଗରେ ବାଲ୍କୋନୀ ନିର୍ମାଣ କରନ୍ତୁ ନାହିଁ।
୨) ବାଲ୍କୋନୀରେ ଦୋଳି କିମ୍ୱା ଝୁଲା ରଖୁଥିଲେ, ଧ୍ୟାନ ଦିଅନ୍ତୁ ଏଥିରେ ବସୁଥିବା ବ୍ୟକ୍ତିଙ୍କ ମୁହଁ ଯେମିତି ଉତ୍ତର ଓ ଦକ୍ଷିଣ ଦିଗକୁ ରହିବ।
୩) ବାସ୍ତୁଶାସ୍ତ୍ର ଅନୁସାରେ ବାଲ୍କୋନୀରେ ଛୋଟ ଗଛ ଲଗାଇବା ଶୁଭ।
୪) ବାଲ୍କୋନୀରେ ଫର୍ଣ୍ଣିଚର ରଖୁଥିଲେ ଦକ୍ଷିଣ-ପଶ୍ଚିମ ଆଡକୁ ମୁହଁ କରି ରଖନ୍ତୁ। ପୂର୍ବ-ଉତ୍ତର ଦିଗ ଆଡକୁ ମୁହଁ କରି ରଖନ୍ତୁ ନାହିଁ।
୫) ଘରର ଛାତ ସହିତ ମିଶାଇ ବାଲ୍କୋନୀର ଛାତ କରନ୍ତୁ ନାହିଁ। ଘରର ଛାତଠାରୁ ଟିକେ ତଳେ ବାଲୋକନୀର ଛାତ ରହିଲେ ଭଲ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।