EnewsOdia.Com

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

ଶୀତ ଦିନ ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ନୀଳଚକ୍ର ଧ୍ବଜା ବନ୍ଧା ସମୟରେ ପରିବର୍ତ୍ତନ କରିଛନ୍ତି। ପୂର୍ବ ନିର୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ଧ୍ବଜା ଦାଖଲ ଓ ବନ୍ଧା ସମୟ ଧାର୍ଯ୍ୟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଶ୍ରଦ୍ଧାଳୁ ଅପରାହ୍ନ ୪ଟା ସୁଦ୍ଧା ଶ୍ରୀମନ୍ଦିର ଭିତର ଶାଖା କାର୍ଯ୍ୟାଳୟରେ ଧ୍ୱଜା ଦାଖଲ କରୁଥିଲେ। ଯାହା ଶ୍ରୀମନ୍ଦିରରେ ଘଣ୍ଟାଏ ପରେ ଅର୍ଥାତ ସଂଧ୍ୟା ୫ଟାରେ ନୀଳଚକ୍ରରେ ବନ୍ଧା ଯାଉଥିଲା।

ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଆଜିଠୁ ଶ୍ରଦ୍ଧାଳୁ ଅପରାହ୍ନ ୩ଟା ସୁଦ୍ଧା ଧ୍ୱଜା ଦାଖଲ କରିବେ। ଯାହା ଅପରାହ୍ନ ୪ଟାରେ ଧ୍ୱଜା ବନ୍ଧାଯିବ।

ପଢନ୍ତୁ: ୭୭ ବର୍ଷରେ ପାଦ ଥାପିଲେ ବଲିଉଡ୍ ବିଗ୍ ବି

 

 

ସମ୍ବନ୍ଧିତ ଖବର

ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍

Ratnamani Maharana

ଚନ୍ଦ୍ରରେ କଳଙ୍କ କାହିଁକି! ପ୍ରଶ୍ନର ଉତ୍ତର ଦେଲା ନାସା

Ratnamani Maharana

‘କରୋନା’କୁ ମହାମାରୀ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

Ratnamani Maharana

ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

Ratnamani Maharana

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି

Ratnamani Maharana

ଦିଲ୍ଲୀରେ ପ୍ରବଳ ବର୍ଷା ସହ ପଡ଼ିଲା କୁଆପଥର

Ratnamani Maharana