EnewsOdia.Com

ଲାଲଗଡରେ ଫରଫର ଉଡିଲା ତ୍ରିରଙ୍ଗା

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା। ଏହି ଅଞ୍ଚଳରେ ତ୍ରିରଙ୍ଗା। ପତାକା ଉଡ଼ାଇବା ପାଇଁ ପ୍ରଶାସନ ଭୟ କରୁଥିଲା। ତେଣୁ ସେଠାରେ ତ୍ରିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲା।ସବୁବେଳେ ମାଓ ପୋଷ୍ଟର ବ୍ୟାନର କଳାପତାକା ଦେଖି ଭୟଭୀତ ଅବସ୍ଥଆରେ ରହୁଥିବା ଲୋକେ ଏବେ ଦେଖିଛନ୍ତି ତ୍ରିରଙ୍ଗା ।

ଗତକାଲି ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ ମାଲକାନଗିରି ଏସ୍‌ପି ଶ୍ରୀ  ହୃଷିକେଶ ଡି ହିଲାରୀ ତ୍ରିରଙ୍ଗା ଉଡ଼ାଇଛନ୍ତି। ହାନ୍ତାଳଗୁଡ଼ାଠାରେ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା ବେଳେ ତ୍ରିରଙ୍ଗା ଉଡ଼ାଇ ସେହି ଅଞ୍ଚଳବାସୀଙ୍କୁ ଓ ସୁରକ୍ଷା ବାହିନୀକୁ ସମ୍ୱୋଧିତ କରାଯାଇଥିଲା।

ପଢନ୍ତୁ: ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍

 

ସମ୍ବନ୍ଧିତ ଖବର

‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବେନି ରାହୁଲ

Ratnamani Maharana

ଚାଲିଗଲେ ‘କଟ୍‌, କପି ଆଣ୍ଡ୍‌ ପେଷ୍ଟ୍‍’ର ଉଦ୍‌ଭାବକ ଲ୍ୟାରି ଟେସ୍‌ଲର୍‌

Ratnamani Maharana

କରୋନା ପାଇଁ ସପ୍ତାହେ ହେଲାଣି ନିଜ ମୁହଁ ଛୁଇଁ ନାହାନ୍ତି ଟ୍ରମ୍ପ

Ratnamani Maharana

ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

Ratnamani Maharana

କରୋନା ପାଇଁ ବାତିଲ ହେଲା ମୋଦିଙ୍କ ବାଲାଂଦେଶ ଗସ୍ତ

Ratnamani Maharana

ବିଜୁବାବୁଙ୍କ ଜୟନ୍ତୀରେ ୨୦୦୦ ଲୋକଙ୍କୁ ମାଗଣା ଚା’ ବାଣ୍ଟିଲେ ବ୍ରଜଭାଇ

Ratnamani Maharana