News

ଉତ୍ତରାଖଣ୍ଡ ଓ ହିମାଚଳରେ ବାଦଲଫଟା ବର୍ଷା, ୧୮ ମୃତ

Untitled 1

ଉତ୍ତରାଖଣ୍ଡର ଉତ୍ତରକାଶୀ ଓ ହିମାଚଳରେ ବାଦଲ ଫଟା ବର୍ଷା ଯୋଗୁଁ ଅଚାନକ ବନ୍ୟା ମାଡ଼ି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଥିରେ ପ୍ରାୟ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି।  ଉତ୍ତରାଖଣ୍ଡର ମୋରି ଓ ହିମାଚଳ ପ୍ରଦେଶରେ ବାଦଲ ଫାଟି ଯାଇଥିଲା | ଏନେଇ ସେଠାରେ ରେଡ ଆର୍ଲଟ ଜାରି କରାଯାଇଛି । ରବିବାରକୁ ବର୍ଷା ଓ ଭୂସ୍ଖଳନତା ତାଣ୍ଡବ ରଚିଛି ।

ଲଗାଣ ବର୍ଷା ଫଳରେ କୁଲ୍ଲୁ ଜିଲ୍ଲା  ସହ ଅନ୍ୟ ଜିଲ୍ଲାର ସଂପର୍କ ବିଚ୍ଛିନ୍ନ ହୋଇଛି । ବ୍ୟାସ ନଦୀର ଜଳସ୍ତର ବଢ଼ିବା ଯୋଗୁଁ ବଜୌରାରୁ ମଣ୍ଡିକୁ ଯାଇଥିବା ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ମଣ୍ଡି ସହର ଜଳମଗ୍ନ ହୋଇଯାଇଛି ।

Hjjk

ଭୂସ୍ଖଳନ ଯୋଗୁଁ ବନ୍ୟା ଜଳର ପ୍ରଖର ସୁଅରେ ବଡ଼ ବଡ଼ ପଥର ଖଣ୍ଡ ଭାସି ଆସିବା ଫଳରେ ୩୦୫ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ମନାଲୀ-ଲେହ ରାସ୍ତା ମଧ୍ୟ ବନ୍ଦ କରି ଦିଆଯାଇଛି ।
ପଢନ୍ତୁ: ଜଳ ନିଷ୍କାସନ ପାଇଁ ଖୋଲା ହେଲା ହୀରାକୁଦର ଆଉ ୭ଟି ଗେଟ୍‌

Related posts

ଜୁନ୍‌ରେ ଓଡ଼ିଶା ଫେରିବେ ଜଗା-କାଳିଆ

Ratnamani Moharana

ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ବାୟୁ

Ratnamani Moharana

ଜାନୁଆରୀ ୧୧ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

ENO Beuro

1 comment

Leave a Comment