Loading...

ବାଙ୍କୀରେ ମହାନଦୀର ବନ୍ୟାଜଳ, ୪ଟି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ

ବାଙ୍କୀରେ ମହାନଦୀର ବନ୍ୟାଜଳ, ୪ଟି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ

ବାଙ୍କୀରେ ମହାନଦୀର ବନ୍ୟାଜଳ। ବନ୍ୟା ଜଳ ପ୍ରବେଶ ଫଳରେ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡିଛି।

ବାଙ୍କୀରେ ମହାନଦୀର ବନ୍ୟାଜଳ। ବନ୍ୟା ଜଳ ପ୍ରବେଶ ଫଳରେ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡିଛି। ଫଳରେ ବାଙ୍କୀର ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଏଥିରେ ରତାଗଡ଼, ବାଉଁଶପୁଟ, ବନ୍ଦାଳ ଓ ଓସ୍ତିଆ ଭଳି ପ୍ରମୁଖ ପଞ୍ଚାୟତ ରହିଛି। 

ସେପଟେ ମୁଣ୍ଡଳୀରେ ୬ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଉପରମୁଣ୍ଡ ହୀରାକୁଦରେ ଏବେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୭.୮୭ ଫୁଟ୍ ରହିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.