VASTU

ଚାଣକ୍ୟ ନୀତିଅନୁସାରେ ବଡ଼ ମଣିଷ ହେବାକୁ ହେଲେ ଶିଖନ୍ତୁ ଏହିସବୁ କଥା, ଜୀବନରେ ନିଶ୍ଚିତ ମିଳିବ ସଫଳତା!

ପଟଳୀପୁତ୍ର ନାମରେ ଆଚାର୍ଯ୍ୟ ଚାଣକ୍ୟ ପରିଚିତ। ଚାଣକ୍ୟଏତେ ବଡ଼ ସାମ୍ରାଜ୍ୟର ମନ୍ତ୍ରୀ ହେବା ପରେ ବି ଏକ ସାଧାରଣ କୂଟନୈତିଜ୍ଞ ଭାବରେ ସେ ଜୀବନଯାପନ କରୁଥିଲେ। ସେ ଅଧିକ ଲୋକପ୍ରିୟ ଥିଲେ।

ଚାଣକ୍ୟ ନୀତି ଅନୁସାରେ ଏପରି କିଛି କଥା ଉଲ୍ଲେଖ ରହିଛି ଯାହାକୁ ମାନି ଚାଲିଲେ ଆପଣ ନିଶ୍ଚିତ ରୂପେ ଜୀବନରେ ସଫଳତା ପାଇବେ।

ଏହି ନୀତି ଆପଣଙ୍କୁ କଠିନ ଲାଗିପାରେ କିନ୍ତୁ ଆଗକୁ ନିଶ୍ଚିତ ରୂପେ ଆପଣଙ୍କ ଜୀବନରେ ସଫଳତା ଆସିବା। ଚାଣକ୍ୟଙ୍କ ନୀତି ଅନୁସାରେ କାଉ ଯେପରି ସର୍ବଦା ସତର୍କ ରହିଥାଏ ଏବଂ ତାର ନଜର ଚାରିଆଡ଼କୁ ରହିଥାଏ। ଠିକ ସେହିପରି ଜଣେ ବ୍ୟକ୍ତି ନିଜର ଚାରି ପାଖରେ ସର୍ବଦା ସତର୍କ ରହିବା ଉଚିତ। ଯାହା ଦ୍ୱାରା କି ତା ପାଖରେ ଥିବା କୌଣସି ଶତ୍ରୁ ଯେପରି ତାଙ୍କର କୌଣସି ଅନିଷ୍ଟ କରିପାରିବେ ନାହିଁ।

ଏହା ବ୍ୟତୀତ ଚାଣକ୍ୟ କହିଛନ୍ତି କି କେବେ ହେଲେ ନିଜ ବ୍ୟକ୍ତିଗତ  ଜୀବନୀ  ବିଷୟରେ ଅନ୍ୟ ସମୁଖରେ ଆଲୋଚନା କରିବା ଉଚିତ ନୁହେଁ। କେବେ ହେଲେ ନିଜ ଅପମାନ ବିଷୟରେ ଅନ୍ୟ ସମୁଖରେ ଆଲୋଚନା କରିବା ଉଚିତ ନୁହେଁ । ଚାଣକ୍ୟଙ୍କ କହିବା ଅନୁସାରେ ଯଦି ଆପଣ ଏପରି କରିଥାନ୍ତି ତ ଆପଣଙ୍କର ଅପମାନ ଆହୁରି ଅଧିକ ବଢିଥାଏ।

ଚାଣକ୍ୟଙ୍କ ନୀତି ଅନୁସାରେ କେବେ ହେଲେ ଅନ୍ୟ ଲୋକ ଆଗରେ ନିଜ ପତ୍ନୀଙ୍କର ଚରିତ୍ର ସମ୍ପର୍କରେ ଆଲୋଚନା କରିବା ଉଚିତ ନୁହେଁ । ଏହା ଦ୍ୱାରା ଅନ୍ୟ ଲୋକେ ଏହି କଥାର ଫାଇଦା ଉଠାଇଥାନ୍ତି।

ଏହା ବ୍ୟତୀତ ଚାଣକ୍ୟଙ୍କ ନୀତି ଅନୁସାରେ ନିଜ ବିଜନେସ ସମ୍ବନ୍ଧିତ କୌଣସି ବି ଆଲୋଚନା କେବେ ହେଲେ ଅନ୍ୟ ସମୁଖରେ ଆଲୋଚନା କରିବା ଉଚିତ ନୁହେଁ।

ଚାଣକ୍ୟ ନୀତିଅନୁସାରେ ବଡ଼ ମଣିଷ ହେବାକୁ ହେଲେ ଶିଖନ୍ତୁ ଏହିସବୁ କଥା, ଜୀବନରେ ନିଶ୍ଚିତ ମିଳିବ ସଫଳତା! chanakya

ପଢନ୍ତୁ;

ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରରୁ ଦୂର ହୋଇଥାଏ ଅନେକ ରୋଗ! ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ

Related posts

ଘରୁ ବାହାରିବା ସମୟରେ କରନ୍ତୁ ଏହି କାମ ! ବଦଳିପାରେ ଆପଣଙ୍କ ଭାଗ୍ୟ

Krishna Kumar Manoj

ପୂର୍ଣ୍ଣିମା ଦିନ ଆପଣାନ୍ତୁ ଏହି ଉପାୟ ,ହେବ ମା ଲକ୍ଷ୍ମୀଙ୍କ କୃପା

Krishna Kumar Manoj

ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି ? କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା, ଜାଣନ୍ତୁ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More