VASTU

ଜାଣିରଖନ୍ତୁ ଯେଉଁ ପୁରୁଷ ମାନଙ୍କ ପାଖରେ ଥାଏ ଏହି ଗୁଣ , ସେମାନେ ହୋଇଥାନ୍ତି ବହୁତ ଭାଗ୍ୟଶାଲୀ

ଆଚାର୍ଯ୍ୟ ଚାଣକ୍ୟଙ୍କର ଜୀବନର ସାର କଥା ଉପରେ ଚାଣକ୍ୟ ନୀତି ଆଧାରିତ। ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଏପରି ଗ୍ରନ୍ଥ ଯାହା ମନୁଷ୍ୟରେ ହିତ ସାଧନା ନିମନ୍ତେ ଉପଯୋଗ ହେଇଥାଏ। ଚାଣକ୍ୟ ନୀତିରେ ଉଲେଖ ରହିଛି ଯାହା କି ମନୁଷ୍ୟ ଯଦି ପାଳନ କରେ ତେବେ ସେହି ବ୍ୟକ୍ତି ଙ୍କ ଜୀବନରେ କେବେ ହେଲେ କିଛି ସମସ୍ୟା ଆସିବ ନାହିଁ। ହିନ୍ଦୁ ଧର୍ମରେ ଏପରି ଅନେକ ଧାର୍ମିକ ପୁସ୍ତକ ରହିଛି ଯାହା କି ମନୁଷ୍ୟର ମୂଲ୍ୟବୋଧ ଉପରେ ବିଶେଷ ଭାବରେ ଉଲେଖ ରହିଛି। ଚାଣକ୍ୟ ନୀତି ଅନୁସାରେ ଯଦି ପୁରୁଷ ମାନଙ୍କ ପାଖରେ ଏହି ୭ଟି ଗୁଣ ଥିବ ସେମାନେ ଭାଗ୍ୟଶାଳୀ ବୋଲି କୁହାଯିବେ।

ଆସନ୍ତୁ ଜାଣିବା ଏହି ଗୁଣ ସମ୍ପର୍କରେ-

  • ଯେଉଁ ବ୍ୟକ୍ତି କଠିନ ପରିସ୍ଥିତିରେ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ ସେପରି ବ୍ୟକ୍ତି କେବେ ହେଲେ ଜୀବନରେ ଅସଫଳ ହୁଅନ୍ତି ନାହିଁ।
  • ଯେଉଁ ବ୍ୟକ୍ତି ଧର୍ମ ମାର୍ଗରେ ଯାଇକି ଅର୍ଥ ଉପାର୍ଜନ କରିଥାନ୍ତି ସେପରି ବ୍ୟକ୍ତି ଜୀବନରେ ଖୁସିରେ ରହିଥାନ୍ତି।
  • ଯେଉଁ ବ୍ୟକ୍ତି ନିଜ ପରିବାର ଓ ମିତ୍ରଙ୍କ ସହ ଭଲ ସମ୍ପର୍କ ରଖିଥାଏ ସେହି ବ୍ୟକ୍ତି ମଧ୍ୟ ଜୀବନରେ ସର୍ବଦା ଖୁସିରେ ରହିଥାଏ।
  • ଯେଉଁ ବ୍ୟକ୍ତି ସକାଳୁ ଉଠି ବ୍ୟାୟାମ କରିଥାଏ , ସେହି ବ୍ୟକ୍ତି ଜୀବନସାରା ନିରୋଗୀ ରହିଥାଏ , ସେହି ବ୍ୟକ୍ତିଙ୍କୁ କେବେ ହେଲେ କୌଣସି ଗମ୍ଭୀର ରୋଗର ସମୁଖୀନ ହେବାକୁ ପଡ଼ିନଥାଏ।
  • ବ୍ୟକ୍ତି ପରିଶ୍ରମ କରିବାକୁ ପଛାଇନଥାଏ ତାର ଜୀବନରେ ସେ କେବେ ହେଲେ ଅସଫଳ ହେଇନଥାଏ।
  • ଯେଉଁ ବ୍ୟକ୍ତି କଥା କହିବାରୁ ଅଧିକ ଶୁଣିବାରେ ବିଶ୍ୱାସ ରଖିଥାଏ ସେହି ବ୍ୟକ୍ତି ସବୁ ଜାଗାରେ ସାନମାନିତ ହେଇଥାନ୍ତି।
  • କିଛି ଲୋକେ ନିଜ ବ୍ୟକ୍ତିଗତ କଥା କୁ ଅନ୍ୟ ସମୁଖରେ ପ୍ରକାଶ କରିଥାନ୍ତି ସେହି ବ୍ୟକ୍ତି ମାନେ ନାନା ସମସ୍ୟା ରେ ବୁଡିରହିଥାନ୍ତି।

ପଢନ୍ତୁ;

ଦୀର୍ଘ ଆଠ ବର୍ଷ ପରେ ଏକାଠି ନଜର ଆସିବେ ଏହି ଯୋଡି

 

Related posts

ଶାସ୍ତ୍ର ଅନୁସାରେ ମହିଳାମାନେ ଶଙ୍ଖା ପିନ୍ଧିବା ଦ୍ୱାରା କଣ କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ କାନ୍ଥଘଣ୍ଟା ଲଗାଇଲେ ଶୁଭ ହୋଇଥାଏ ଜାଣନ୍ତୁ ?

ENO Beuro

ଏମିତି ଏକ ଶୁଭ କର୍ମ ରହିଛି , ଯାହାକୁ ବିନା ସ୍ନାନରେ ମଧ୍ୟ କରାଯାଇପାରିବେ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More