• Home
  • LIFESTYLE
  • ହୋମିଓପାଥି ଔଷଧ ଖାଉଛନ୍ତି କି ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା
LIFESTYLE

ହୋମିଓପାଥି ଔଷଧ ଖାଉଛନ୍ତି କି ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା

ଅନେକ ପିଲା ଏଲୋପାଥିକ ଔଷଧ ଖାଇବାକୁ ଭୟ କରିଥାନ୍ତି। ସେଥିପାଇଁ ହୋମିଓପାଥି ଔଷଧ ଦ୍ୱାରା ଚିକିତ୍ସିତ ହୋଇଥାନ୍ତି । ଏହାକୁ ଖାଇବା ପୂର୍ବରୁ ସାବଧାନ ରହିବା ନିହାତି ଦରକାର। ଯଦି ଏହାକୁ ଠିକ ଭାବେ ବ୍ୟବହାର କରାନଯାଏ, ତେବେ ଏହା ଶରୀରରେ ସଠିକ୍ ପ୍ରଭାବ ପକାଇ ନଥାଏ । ଏଥିପାଇଁ ଡ. ଜୁହା ଗୁପ୍ତା ହୋମିଓପାଥି ଔଷଧ ସମ୍ବଦ୍ଧିତ କିଛି ସାବଧାନତା ବିଷୟରେ କହିଛନ୍ତି।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ହୋମିଓପାଥି ଔଷଧକୁ ଏଲୋପାଥିକ ସହ ଔଷଧ ସହ ରଖନ୍ତୁ ନାହିଁ । ଏହାଦ୍ୱାରା ଔଷଧର ପ୍ରଭାବ କମ୍ ହୋଇଥାଏ।
  • ହୋମିଓପାଥି ଔଷଧ ଖାଇବାର ୧୦ ମିନିଟ୍ ପୂର୍ବରୁ ବା ପରେ କିଛି ଖାଆନ୍ତୁ ନାହିଁ।
  • ହୋମିଓପାଥି ଔଷଧ ଖାଇବା ପୂର୍ବରୁ ଏବଂ ପରେ ନିଶା ଖାଇବାକୁ ନିବୃତ ରୁହନ୍ତୁ । ନିଶା ଦ୍ୱାରା ଔଷଧର ପ୍ରଭାବ କମ୍ ହୋଇଥାଏ।
  • ଅନ୍ୟ କାହା ଭଳି ରୋଗ ଆପଣଙ୍କୁ ହୋଇଥିଲେ ମଧ୍ୟ କାହାର ଔଷଧ ଖାଆନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ନେବା ପରେ ଖାଆନ୍ତୁ ।
  • ହୋମିଓପାଥି ଔଷଧ ଖାଇବା ପୂର୍ବରୁ ଭଲଭାବରେ କୁଳି କରନ୍ତୁ ଓ ଜିଭ ସଫା କରନ୍ତୁ।
  • ହୋମିଓପାଥି ଔଷଧକୁ କେବେ ବି ଖୋଲାରେ ରଖନ୍ତୁ ନାହିଁ । ଏହାକୁ ଥଣ୍ଡା ସ୍ଥାନରେ ରଖନ୍ତୁ ନାହିଁ ।ଔଷଧ ଖାଇବା ପରେ ବନ୍ଦ କରିଦିଅନ୍ତୁ।
  • ହୋମିଓପାଥି ଔଷଧକୁ ହାତରେ ବାହାର କରନ୍ତୁ ନାହିଁ । ଏହାଦ୍ୱାରା ଏଥିରେ ମହଜୁଦ ସ୍ପିରିଟ୍ ଶେଷ ହୋଇଯାଇଥାଏ। ଯାହାଦ୍ୱାରା ଔଷଧର ପ୍ରଭାବ କମ୍ ହୋଇଥାଏ।

ହୋମିଓପାଥି ଔଷଧ ଖାଉଛନ୍ତି କି ? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା homeopathy getty

ପଢନ୍ତୁ;

ଦୀର୍ଘ ସମୟ ଧରି ଗୋଡ ଉପରେ ଗୋଡ ରଖି ବସିବା ଦ୍ଵାରା ଦେଖାଦେଇଥାଏ ଅନେକ ସମସ୍ୟା! ଜାଣନ୍ତୁ ?

Related posts

ପେଟ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ତେବେ ପ୍ରତିଦିନ ପିଅନ୍ତୁ ଏହି ଜୁସ

Krishna Kumar Manoj

କେଉଁ ପୋଷାକରେ କେଉଁ ଅଳଙ୍କାର ପିନ୍ଧିଲେ ବେସ ମାନିଥାଏ ? ଜାଣନ୍ତୁ ସେ ବିଷୟରେ

Krishna Kumar Manoj

ବିଭିନ୍ନ ରୋଗରୁ ଉପସମ ପାଇଁ ନିୟମିତ ସକାଳୁ ଖାଆନ୍ତୁ ବାଦାମ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More