• Home
  • LIFESTYLE
  • ରୋଷେଇ କଲାବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!
LIFESTYLE

ରୋଷେଇ କଲାବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

ଗୃହଣିମାନେ ଘରେ ରୋଷେଇ କଲାବେଳେ କିଛି କଥା ଉପରେ ଧ୍ୟାନ ଦେବା ଉଚିତ। ଯାହାଦ୍ୱାରା ତାଙ୍କୁ ରୋଷେଇ କରିବାରେ ସହଜ ହୋଇଥାଏ।

ଜାଣନ୍ତୁ-

  • ତେଲ ଥଣ୍ଡା ଥିବା ଅବସ୍ଥାରେ ଲେମ୍ବୁ ରସ ମିଶାଇ, ଗରମ କରି ପୁରି ଛାଣିଲେ, ପୁରି ତେଲିଆ ଲାଗେନାହିଁ।
  • ଭେଣ୍ଡି ଭାଜିବା ବେଳେ ସାମାନ୍ୟ ଲେମ୍ବୁ ରସ ପକାଇଦେଲେ, ଲାଳୁଆ ଅଂଶ ବାହାରିଯାଏ।
  • ଭାତ ରାନ୍ଧିବା ବେଳେ ଅଳ୍ପ ଲେମ୍ବୁ ରସ ପକାଇଦେଲେ ଭାତ ଗୋଟି ଗୋଟି ରହେ।
  • ପିଆଜ କାଟିବା ବେଳେ ପାଖରେ ମହମବତି ଜଳାଇ ରଖିଲେ, ଆଖି ପୋଡ଼େ ନାହିଁ।
  • ସେହିପରି ପୋଷାକରେ ଚିଓ୍ଵିଙ୍ଗ୍‌ ଗମ୍‍ ଲାଗିଥିଲେ, ଖଣ୍ଡେ ବରଫ ନେଇ ଘଷନ୍ତୁ । ଦେଖିବେ ଚୁଇଙ୍ଗମ ସହଜରେ ସଫା ହୋଇଯିବ।
  • ସୁପ୍‌ ପ୍ରସ୍ତୁତ ବେଳେ ଟମାଟୋ ସମେତ ଅନ୍ୟ କୌଣସି ପରିବା ପକାଉଥିଲେ, ସେଥିରେ ଖିର ମିଶାନ୍ତୁନାହିଁ। ଏହାର ସୁପ୍‌ର ସ୍ୱାଦ ନଷ୍ଟ କରିଦିଏ।

ରୋଷେଇ କଲାବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା! cook

ପଢନ୍ତୁ;

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁ ରଙ୍ଗର ପରଦା ଲଗାଇଲେ କ’ଣ ହୁଏ ଜାଣନ୍ତୁ

Related posts

ତ୍ୱଚାରେ ଚମକ ଆଣିବାପାଇଁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

Krishna Kumar Manoj

ସୁଗାର ଫ୍ରି ଖାଦ୍ୟପେୟରେ ସୁଗାର ଅଛି କି ନା, ପରୀକ୍ଷା କରିବା ପାଇଁ ଟିପ୍ସ

Krishna Kumar Manoj

ଅମୃତଭଣ୍ଡା ଖାଇବା ଦ୍ୱାରା ଶରୀରରୁ ଦୂର ହୋଇଥାଏ ଅନେକ ରୋଗ! ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More