VASTU

ଜାଣିରଖନ୍ତୁ ଘରେ ପୂଜା କରିବା ସମୟରେ କେଉଁ ଦିଗପ୍ରତି ଧ୍ୟାନ ଦେବା ଉଚିତ ?

ଭାରତର ବିଭିନ୍ନ ପ୍ରାନ୍ତରେ ପୂଜାର୍ଚ୍ଚନା ସମୟରେ ବାରଣସୀର ପଣ୍ଡିତଙ୍କ ଖୋଜାପଡ଼େ । ସେଠାକାର ପଣ୍ଡିତ ପ୍ରକ୍ଷାତ ଅଟନ୍ତି। ନିକଟରେ ବାରଣସୀର ଜନୈକ ବୟୋଜ୍ୟେଷ୍ଠ ପଣ୍ଡିତ ପୂଜାପାଠ ସମ୍ପର୍କିତ କେତେକ ତଥ୍ୟ ସାଧାରଣ ଲୋକଙ୍କୁ ଅବଗତ କରାଇଛନ୍ତି।

ଆସନ୍ତୁ ଜାଣିବା ପୂଜା ସମ୍ପର୍କିତ କିଛି ଗୁରୁତ୍ଵପୂର୍ଣ୍ଣ କଥା-

  • ପୂଜା କରିବା ସମୟରେ ଭକ୍ତର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗ ଆଡ଼କୁ ରହିବା ଖୁବ୍ ଭଲ। ଏହାଦ୍ଵାରା ଭଗବାନ ପ୍ରସନ ହୋଇଥାନ୍ତି।
  • ଅନେକଲୋକ ନିଜ ଠାକୁର ଘରେ ଗଙ୍ଗାପାଣି ରଖନ୍ତି । ଏହା ମଧ୍ୟ ଲକ୍ଷ୍ୟ କରାଯାଏ ଯେ ପ୍ଲାଷ୍ଟିକ୍ ବୋତଲରେ ହିଁ ସେମାନେ ଗଙ୍ଗାପାଣି ରଖିଥାନ୍ତି । ପୂଜାପାଠ ନିମନ୍ତେ ପ୍ଲାଷ୍ଟିକ୍ ଜିନିଷ ଅଶୁଭ ବୋଲି କହିଛନ୍ତି ପଣ୍ଡିତ । ଏଣୁ କାଚ ବୋତଲ କିମ୍ବା ଚାନ୍ଦି ବାସନରେ ଗଙ୍ଗାଜଳ ରଖିବା ଉଚିତ । ପ୍ଲାଷ୍ଟିକ୍ ବୋତଲରେ ଗଙ୍ଗା ପାଣି ରଖିବା ଦ୍ଵାରା ତାହା ଶୀଘ୍ର ଖରାପ ହୋଇଥାଏ।
  • ମନ୍ତ୍ର ଉଚ୍ଚାରଣ କରିବା ସମୟରେ ମନକୁ ଶାନ୍ତ ରଖିବା ମଧ୍ୟ ଜରୁରୀ । ତରତର ହୋଇ ମନ୍ତ୍ର ଉଚ୍ଚାରଣ ଅଶୁଭ ଫଳ ପ୍ରଦାନ କରେ।
  • ଭଗବାନଙ୍କ ଛଡାଫୁଲ ଆଡେସାଡେ ଫିଙ୍ଗନ୍ତୁ ନାହିଁ। ଜଳ ଥିବା ସ୍ଥାନରେ ଯେମତି ପୋଖରୀ , ନଇରେ ନେଇ ପକାନ୍ତୁ।

ପଢନ୍ତୁ;

ଆପଣ ଜାଣନ୍ତି କି ? ଘରେ ଥିବା ସୁନା ବିକିବା କାହିିଁକି ଅଶୁଭ ହୋଇଥାଏ ?

Related posts

ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାମ

ENO Beuro

ଏମିତି ଏକ ଶୁଭ କର୍ମ ରହିଛି , ଯାହାକୁ ବିନା ସ୍ନାନରେ ମଧ୍ୟ କରାଯାଇପାରିବେ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ଆପଣ ଜାଣିଛନ୍ତି କି ? କଳା ପିମ୍ପୁଡି ଘରକୁ ଆସିବା ଶୁଭ ମନାଯାଏ ! ଜାଣିରଖନ୍ତୁ ଏହା ସମ୍ପର୍କରେ ବାସ୍ତୁଶାସ୍ତ୍ର କଣ କୁହେ ?

ENO Beuro

Leave a Comment