VASTU

ଶରୀରର କେଉଁ ଅଙ୍ଗରେ ସୁନା ପିନ୍ଧିଲେ ହୋଇଥାଏ ଅଶୁଭ, ଆସନ୍ତୁ ଜାଣିବା ଏହି ବିଷୟରେ

ଆମ ଭାରତରେ ସୁନାର ଅଧିକ ମାନ୍ୟତା ରହିଛି ସାରାବିଶ୍ୱ ମଧ୍ୟରେ ଭାରତ ହିଁ ଏକ ଏପରି ଦେଶ ଯେଉଁ ଠାରେ କି ସୁନା ଅଧିକ ପରିମାଣରେ ଲୋକେ କିଣିଥାନ୍ତି । ଗୋଟେ ସମୟଥିଲା କି ଗୋଟେ ଓଜନିଆ ସୁନା ହାର ବନେଇବାକୁ ହେଲେ କିଛି ହଜାର ଟଙ୍କା ଲାଗୁଥିଲା କିନ୍ତୁ ଆଜିର ସମୟରେ  ଏହାର ମୂଲ୍ୟ ଶୁଣିବା ସାଧରଣ ଲୋକଙ୍କ ପକ୍ଷରେ ଅସମ୍ବବ ହୋଇଯାଇଛି ।

ଆଜିର ସମୟରେ ଯଦି ଅପଣଙ୍କ ପାଖରେ  ୫୦୦୦ ଟଙ୍କା ଅଛି ତ ଆପଣ ଗୋଟେ ପତଳା ସୁନା ର ଆଙ୍ଗୁଠି କିମ୍ବା ଗୋଟେ ଛୋଟ କାନ ଫୁଲ ହିଁ କିଣି ପାରିବେ ଏହା ଛଡା ଅନ୍ୟ କିଛି ତ ଅସମ୍ଭବ ହୋଇଥାଏ ।

ଜୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ମଣ୍ଡଳରେ ଉପସ୍ଥିତ ଗ୍ରହ ମାନଙ୍କ ପ୍ରଭାବ ଆମେ ପିନ୍ଧୁଥିବା ଧାତୁର ଗହଣା ଉପରେ ପଡିଥାଏ । ପ୍ରତୋକ ବସ୍ତୁ ଏକ ସ୍ଵଂତ୍ର ଗ୍ରହ ର ପ୍ରଭାବ ସହିତ ଜଡିତ ଥାଏ ଏବଂ କେଉଁ ହାତରେ ସୁନା ପିନ୍ଧିବା ଏହା ମଧ୍ୟ ଏକ ନିୟମ  ମଧ୍ୟ ରହିଛି ।

ସୁନା ପିନ୍ଧିବାକୁ ସମସ୍ତଙ୍କୁ ଭଲଲାଗେ , କିଛି ଲୋକତ କେବଳ ସୁନା ପିନ୍ଧିବାଯୋଗୁ ହିଁ ଲୋକପ୍ରିୟ ହୋଇଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା ବାସ୍ତୁ ହିସାବରେ ସୁନା କୁ କିପରି ପିନ୍ଧିବା ।

ଯଦି ଆପଣ ସୁନା ପିନ୍ଧିବାକୁ ଚାହୁଁଛନ୍ତି  ତ , ଧ୍ୟାନ ରଖନ୍ତୁ ବାମ ହାତରେ କେବେବି ସୁନା ପିନ୍ଧିବେନି ଏହା ଦ୍ୱାରା  ଆପଣଙ୍କ  ଉପରେ ଖରାପ ପ୍ରଭାବ ପଡିଥାଏ ।

ଯଦି ଆପଣ ବାମ ହାତରେ ସୁନା ପିନ୍ଧୁଛନ୍ତି ତ   ଏହା ଆପଣଙ୍କ  ଦୁର୍ଭାଗ୍ୟ ର ଏକ ସଂକେତ ଏବଂ ଏହା ଦ୍ୱାରା ଆପଣ ଅନେକ ସମସ୍ୟାର ସାମୁଖିନ କରିବାକୁ ପଡିବ ।

ବସ୍ତୁ ହିସାବରେ ଆପଣ ଯଦି ବାମ ହାତରେ ସୁନା ପିନ୍ଧୁଛନ୍ତି ତ  ଆପଣଙ୍କ ଟଙ୍କା ପଇସା ଜନିତ ସମସ୍ୟା ଲାଗିରହିବ।

ଯଦି ଆପଣ ବାରମ୍ବାର ଏହି ପ୍ରକାର ଭୁଲ କରୁଛନ୍ତି ତା  ଆପଣଙ୍କ  ଘରେ ମଧ୍ୟ ଅନେକ ଗୁଡିଏ ଦୁଶ୍ଚିନ୍ତା ମଧ୍ୟ ଲାଗିରହିବ ।

ଯଦି ଆପଣ ଜଣେ ମହିଳା ତ ଏହି ବିବରଣୀ ଆପଣ ପାଇ ନୁହେଁ କେବଳ ଏହି ସମସ୍ୟା ପୁରୁଷ ଙ୍କ କ୍ଷେତ୍ରରେ ଉପୁଯାଇଥାଏ ।

ପଢନ୍ତୁ ;

ଆପ୍ ସାହାଯ୍ୟରେ ଧରିପାରିବେ ନକଲି ନୋଟକୁ ! ଜାଣନ୍ତୁ କିପରି ?

 

 

Related posts

ମିଳିବ ନିଜ ମନ ପସନ୍ଦର ଜୀବନସାଥି! ଆପଣାନ୍ତୁ ଏହି ସହଜ ଉପାୟ

ENO Beuro

ବାସ୍ତୁଶାସ୍ତ୍ର ମୁତାବକ ଜଳଉତ୍ସ ଘରର କେଉଁ ସ୍ଥାନରେ ରହିଲେ କିପରି ଫଳ ଦେଇଥାଏ

ENO Beuro

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More