• Home
  • LIFESTYLE
  • ଜାଣନ୍ତୁ ଗାଧୋଇଲା ବେଳେ କେଉଁ ସବୁ ଭୁଲ କରିବେ ନାହିଁ?
LIFESTYLE

ଜାଣନ୍ତୁ ଗାଧୋଇଲା ବେଳେ କେଉଁ ସବୁ ଭୁଲ କରିବେ ନାହିଁ?

ଗାଧୋଇଲା ବେଳେ କେତେକ ଦିଗ ପ୍ରତି ଧ୍ୟାନ ନଦେଲେ ଦେହ ଖରାପ ହୋଇଥାଏ। ଏମିତି କିଛି କଥା ଜାଣିଲେ ଆମେ କିଛି ପରିମାଣରେ ଅସୁସ୍ଥତାକୁ ଦୂରେଇ ଦେଇପାରିବା। ଗାଧୋଇବା ବେଳେ ଏମିତି ଭୁଲ କରନ୍ତୁ ନାହିଁ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

ଅଧିକାଂଶ ଲୋକେ ଡେଟଲ  ଜଳରେ ମିଶାଇ ଗାଧୋଇବା ଅଭ୍ୟାସ ରହିଛି । ତାହା କୌଣସି ମନ୍ଦ କଥା ନୁହଁ କିନ୍ତୁ ମୁହଁକୁ ସଫା ଜଳରେ ଧୋଇବା ଉଚିତ । ରସାୟନ ମିଶିଥିବା ଜଳରେ ଆଖି, ନାକ କିମ୍ବା ପାଟି ଆଦି ସଂସ୍ପର୍ଶରେ ନ ଆସିବା ଉଚିତ

ଅନେକ ଲୋକ ମୁଣ୍ଡରେ ସାମ୍ପୁ ଲଗାଇ ଦୀର୍ଘ୍ୟ ସମୟ ରଖିଥାନ୍ତି । କାରଣ କାମ ବ୍ୟସ୍ତତାରେ ସବୁ ଭୁଲି ଯାଇଥାନ୍ତି । କିନ୍ତୁ ମୁଣ୍ଡରେ ଦୀର୍ଘ୍ୟ ସମୟ ପର୍ଯ୍ୟନ୍ତ ସାମ୍ପୋ ଲଗାଇ ରଖିଲେ ଥଣ୍ଡା, ଶ୍ୱାସ ଆଦି ବଢାଇବାରେ ଭୟ ରହିଛି । ପାରୁଛନ୍ତି ଯଦି କାମ ସାରି କମ୍ ସମୟ ରଖି ମୁଣ୍ଡକୁ ଧୋଇ ଦିଅନ୍ତୁ ।

ଅଧିକାଂଶ ଲୋକ ଗାଧୋଇବାର କିଛି ସମୟ ପୂର୍ବରୁ ଦେହରେ ହଳଦୀ ଲଗାଇଥାନ୍ତି । ତାହା ଖୁବ୍ ଭଲ କଥା । ହଳଦୀରେ ଚର୍ମ ରୋଗ ଦୂର କରିବାର ଶକ୍ତି ଅଛି । ହଳଦୀ ଲଗାଇ ଗାଧୋଇବା ଦ୍ୱାରା ତ୍ୱଚା ଉତ୍ତମ ରହିଥାଏ । କିନ୍ତୁ ମନେରଖନ୍ତୁ , ଯେଉଁ ହଳଦୀ ଲଗାଉଛନ୍ତି ସେଦିନ ଦେହରେ ସାବୁନ କିମ୍ବା ବଡି ୱାସ ସାମ୍ପୋ ବ୍ୟବହାର କରନ୍ତୁ ନାହିଁ । ହଳଦୀ ଓ ରସାୟନର ମୀଶ୍ରଣ ଶରୀର ଉପରେ ମନ୍ଦ ପ୍ରଭାବ ପକାଇଥାଏ ।

ଜାଣନ୍ତୁ ଗାଧୋଇଲା ବେଳେ କେଉଁ ସବୁ ଭୁଲ କରିବେ ନାହିଁ? bath 1

ପଢନ୍ତୁ;

ଖରାଦିନେ କିପରି ନିଜର ତ୍ଵଚାର ଯତ୍ନ ନେବେ ? ଜାଣନ୍ତୁ ସେ ସମ୍ପର୍କରେ

Related posts

ଆସନ୍ତୁ ଜାଣିବା , ଶିଶୁଙ୍କ ବୁଦ୍ଧି ବଢାଇବା ପାଇଁ କେତେକ ତଥ୍ୟ

Krishna Kumar Manoj

ଆପଣ ଜାଣନ୍ତି କି ଖରାପ ହୋଇ ଯାଇଥିବା କଦଳୀ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ

Krishna Kumar Manoj

କେବଳ ପୂଜାର୍ଚ୍ଚନାରେ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ ଏହି ବୃକ୍ଷର ପତ୍ର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More