LIFESTYLE

ହାତ ଗୋଡ ଝିମ ଝିମ ହେଇଯାଉଛି କି? ଜାଣିରଖନ୍ତୁ ଏହାର ଉପଚାର

ହାତ ଗୋଡ ଝିମ ଝିମ ହୋଇଯାଉଥିଲେ ଆପଣାନ୍ତୁ ଏହି ସରଳ ଉପାୟ

  • ଯଦି ଆପଣ ନିୟମିତ ନଡିଆ ତେଲ ଓ ସୋରିଷ ତେଲକୁ ଉଷୁମ କରି ହାତ ଓ ଗୋଡରେ ଘସନ୍ତି, ତେବେ ଆପଣଙ୍କ ହାତ ଓ ପାଦ ଝିମ ଝିମ ବା ଶୂନ ହୋଇନଥାଏ।
  • ଖାଦ୍ୟ ତାଲିକାରେ ଭିଟାମିନ୍ ବି ଏବଂ ଭିଟାମିନ୍ ବି ୧୨ ସାମିଲ କଲେ, ଏସବୁ ସମସ୍ୟା ଦେଖା ଦିଏ ନାହିଁ । ସେଗୁଡିକ ହେଲା:- ଅଣ୍ଡା, ମାଛ, କଦଳୀ, ସୋୟା ବଡି, କ୍ଷୀର!
  • ଦୁଇ ଚାମଚ ଡାଲଚିନ ଗୁଣ୍ଡ ସହ ଏକ ଚାମଚ ମହୁ ମିଶାଇ ପିଇବା ଦ୍ଵାରା  ହାତ ଓ ପାଦ ଝିମ ଝିମ ହୁଏ ନାହିଁ।
  • ଯଦି ଆପଣଙ୍କର ହାତ ଓ ପାଦ ଝିମ ଝିମ ବା ଶୂନ ତାହେଲେ ଉଷୁମ ପାଣିର ଶେକ ଦିଅନ୍ତୁ । ଏପରି କରିବା ଦ୍ଵାରା  ଆପଣଙ୍କୁ ଆରାମ ମିଳିବ।

ହାତ ଗୋଡ ଝିମ ଝିମ ହେଇଯାଉଛି କି? ଜାଣିରଖନ୍ତୁ ଏହାର ଉପଚାର cramp

ପଢନ୍ତୁ; ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ଜାଣନ୍ତୁ ଘରୋଇ ଉପାୟରେ ତିଆରି ଫେସ ପ୍ୟାକ ଆପଣଙ୍କ ତ୍ୱଚା ପାଇଁ କେତେ ଲାଭଦାୟକ

ENO Beuro

ଅଣ୍ଟା ବିନ୍ଧା ଭଳି ସମସ୍ୟାରେ ପୀଡିତ ଥିଲେ ଆପଣାନ୍ତୁ କିଛି ଜରୁରୀ ଟିପ୍ସ

ENO Beuro

ବୃଦ୍ଧାବସ୍ଥାରେ ଶରୀରକୁ ନିରୋଗ ଓ ଚଳଚଂଚଳ ରଖିବା ପାଇଁ ସାହାଯ୍ୟ କରିଥାଏ “ସପୁରି” ! ଜାଣନ୍ତୁ ଏଥିରେ ଥିବା କିଛି ଔଷଧୀୟ ଗୁଣ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More