• Home
  • LIFESTYLE
  • ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ
LIFESTYLE

ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ

ଉପଯୁକ୍ତ ଖାଦ୍ୟ ଶରୀରକୁ ସୁସ୍ଥ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । ଅସନ୍ତୁଳିତ ଖାଦ୍ୟ ଅନେକ ରୋଗର ମୁଖ୍ୟକାରଣ ହୋଇଥାଏ । ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବୋଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ ।

ଆସନ୍ତୁ ସେହିସବୁ ଖାଦ୍ୟ ସମ୍ପର୍କରେ ଜାଣିବା-

୧. ଆଣ୍ଟି ଅକ୍ସିଡାଣ୍ଟ ପରିବା ଫଳ ଗାଜର, ଅଙ୍ଗୁର, ସେଓ ବିଲାତି ଆଦି ଦିନକୁ ପାଞ୍ଚ/ ଛଅ ଥର ଅଳ୍ପ ଅଳ୍ପ ଖାଆନ୍ତୁ । ଏଥିରେ ବିଟାକାରୋଟିନ ଭିଟାମିନ ଏ,ଇ,ସି, ଅଛି । ଏହା ସଂପୂର୍ଣ୍ଣ କ୍ୟାନସର ପ୍ରତିରୋଧକ ।

୨. ଖାଦ୍ୟରେ ଅଦା, ପିଆଜ, ରସୁଣ, କଞ୍ଚାଲଙ୍କା, ହଳଦୀ ଧନିଆ, ଧନିଆପତ୍ର, ପୋଦିନା ପତ୍ର ପକାନ୍ତୁ । ଆମ ହାଣ୍ଡିଶାଳ ଆମ ଡାକ୍ତରଖାନା । ଏସବୁ ରୋଗ ନିବାରକ ଶକ୍ତି ଇମ୍ୟୁନିଟି ବଢାଏ ।

୩. ଓଜନ, ବୟସ ଓ ଉଚ୍ଚତା ଅନୁସାରେ ଠିକ୍ ରହିବା ପାଇଁ ଖାଦ୍ୟ ଖାଇବା ଆବଶ୍ୟକ । ତେଲ, ଘିଅ ଅଧିକ ତତେଇ ରାନ୍ଧିବା ଉଚିତ ନୁହେଁ । ୨୦୦ ଡିଗ୍ରୀ ସେଣ୍ଟିଗ୍ରେଡର ତେଲ ଅଧିକ ଗରମ କରିବା ଉଚିତ ନୁହେଁ

୪.  ନଡିଆ ପାଣି ଶରୀର ପାଇଁ ଖୁବ୍ ଉପକାରୀ । ଏହାଛଡା ଏଥିରେ ପଟାସିୟମ୍ ଥାଏ; ଯାହା ପେଟର ଅମ୍ଳ ଅଂଶକୁ କମ୍ କରିବାରେ ସାହାଜ୍ୟ କରିଥାଏ ।

୫. ଦହିରେ ବ୍ୟାକ୍ଟେରିଆ ପ୍ରଚୁର ମାତ୍ରାରେ ଥାଏ; ଯାହା ପାଚନ କ୍ରିୟାକୁ ନିୟନ୍ତ୍ରିତ କରିଥାଏ । ଏଥିସହିତ ଏହା ପେଟକୁ ଥଣ୍ଡା ରଖିଥାଏ ।

ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବୋଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ

ପଢନ୍ତୁ;ଦାନ୍ତ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପଚାର

Related posts

ଖାଦ୍ୟକୁ ମିଠା କରିବା ପାଇଁ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି?ଜାଣନ୍ତୁ ଏହା କେତେ କ୍ଷତିକାରକ

Krishna Kumar Manoj

ଏସିରେ ଅଧିକ ସମୟ ରହିବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପକାଏ ଜାଣନ୍ତୁ ?

Krishna Kumar Manoj

ହିଲ୍ସ ମହିଳାଙ୍କ ଫେସନ୍ , ତେବେ ଆସନ୍ତୁ ଜାଣିବା ହିଲ୍ସରୁ ମହିଳାଙ୍କ ସ୍ଵଭାବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More