• Home
  • LIFESTYLE
  • ଆସନ୍ତୁ ଜାଣିବା, ରବିବାରରେ ଏହି ଡାଲି ଖାଇଲେ ହୋଇପାରେ ସ୍ୱାସ୍ଥ୍ୟ ପ୍ରତି କ୍ଷତି
LIFESTYLE

ଆସନ୍ତୁ ଜାଣିବା, ରବିବାରରେ ଏହି ଡାଲି ଖାଇଲେ ହୋଇପାରେ ସ୍ୱାସ୍ଥ୍ୟ ପ୍ରତି କ୍ଷତି

ନୀତିଦିନିଆ ଖାଦ୍ୟଶୈଳୀରେ ଡାଲିର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । କିଛି ଲୋକଙ୍କ ଖାଇବାରେ ଡାଲି ଏକ ଅତି ଆବଶ୍ୟକୀୟ ଖାଦ୍ୟ । ଡାଲବିନା କିଛି ଲୋକଙ୍କୁ ଖାଦ୍ୟ ପୁରା ଲାଗେ ନାହିଁ । ଆମେ ଖାଦ୍ୟରେ ଅନେକ ପ୍ରକାର ଡାଲି ଖାଇଥାଉ । ଯଥା ହରଡ , ମୁଗ , ବୁଟ  , ବିରି  , ମସୁର ଡାଲି ଇତ୍ୟାଦି ।

ମସୁରଡାଲି ଖାଇବାକୁ ଅଧିକାଂଶ ଲୋକ ଭଲ ପାଆନ୍ତି। ଏହା ପାଟିକୁ ସୁଆଦ ଲାଗେ । ଏହା ଶରୀର ପାଇଁ ମଧ୍ୟ ଭଲ । ଏହି ଡାଲିରେ ପ୍ରଚୁର ମାତ୍ରାରେ ଭିଟାମିନ୍ ଥାଏ। ଏହା ମେଦବହୁଳତା କମ୍ କରିବାରେ ସାହାଯ୍ୟ କରେ। ଏହା କ୍ୟାନସର ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ଏଥିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଓ ଫସ୍‌ଫରସ୍ ସହ ଅନେକ ପୁଷ୍ଟିକର ତତ୍ତ୍ୱ ରହିଛି ଯାହା ଦାନ୍ତକୁ ମଜଭୁତ ରଖିବାରେ ସାହାଯ୍ୟ କରିଥାଏ।  କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ସପ୍ତାହରେ ସବୁଦିନ ମସୁର ଡାଲିକୁ ଖାଇବା ଅନୁଚିତ।

ସପ୍ତାହରେ ଗୋଟିଏ ଦିନ ମସୁର ଡାଲିଠୁ ଦୁରେଇ ରହିବା ଉଚିତ। ସେହି ଦିନଟି ହେଉଛି- ‘ରବିବାର’। ଏହି ଦିନ ମସୁର ଡାଲିକୁ ଖାଇଲେ ମଧୁମେହ ରୋଗ ହୋଇଥାଏ ବୋଲି ଶାସ୍ତ୍ରବିତ୍‌ କୁହନ୍ତି। ଯଦିଓ ଗୋଟେ ଦିନରେ ଏହି ରୋଗ ହୋବନି ତେବେ ରବିବାରେ ମସୁର ଡାଲିକୁ ଖାଇବା ଦ୍ୱାରା ଆପଣ ଅଧିକ ପରିସ୍ରା ଯିବେ।

ଆସନ୍ତୁ ଜାଣିବା, ରବିବାରରେ ଏହି ଡାଲି ଖାଇଲେ ହୋଇପାରେ ସ୍ୱାସ୍ଥ୍ୟ ପ୍ରତି କ୍ଷତି  ଆସନ୍ତୁ ଜାଣିବା, ରବିବାରରେ ଏହି ଡାଲି ଖାଇଲେ ହୋଇପାରେ ସ୍ୱାସ୍ଥ୍ୟ ପ୍ରତି କ୍ଷତି

ପଢନ୍ତୁ, ରସଗୋଲା ଉତ୍ପତ୍ତି ବିବାଦ ପୁଣି ଥରେ ନୂଆ ମୋଡ ନେଇଛି, ଏବେ ମାମଲା ଯିବ କୋର୍ଟକୁ

Related posts

ଦୈାଡ଼ିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ ,ନଚେତ ଶରୀର ଉପରେ ପଡିପାରେ ନକରାତ୍ମକ ପ୍ରଭାବ

Krishna Kumar Manoj

ଗଜାବୁଟ ସେବନ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

Krishna Kumar Manoj

କେବଳ ସ୍ୱାଦ ନୁହେଁ ସୌନ୍ଦର୍ଯ୍ୟକୁ ମଧ୍ୟ ବଢାଇଥାଏ ମେଥି ! ଆସନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More