SPORTS

୨୧ତମ ବିଶ୍ୱକପ୍‌ ଫୁଟ୍‌ବଲ୍‌ ରୁଷିଆ ରାଜଧାନୀ ମସ୍କୋରେ ଆଜି ଆରମ୍ଭ ହେବାକୁ ଯାଉଛି

ଫୁଟ୍‌ବଲ୍‌ ବିଶ୍ୱକପ୍‌ର ୨୧ତମ ସଂସ୍କରଣ

୨୧ତମ ବିଶ୍ୱକପ୍‌ ଫୁଟ୍‌ବଲ୍‌ ରୁଷିଆ ରାଜଧାନୀ ମସ୍କୋରେ ଆଜି ଆରମ୍ଭ ହେବାକୁ ଯାଉଛି । ଗୋଟେ ମାସ ଧରି ଚାଲିବାକୁ ଥିବା ଏହିଥର ବିଶ୍ୱକପ୍‌ରେ ମୋଟ ୬୪ ମ୍ୟାଚ୍‌ ଖେଳାଯିବା ସହିତ ଏଥିରେ ୩୨ଟି ଦଳ ମହାମୁକାବିଲାରେ ସାମିଲ୍ ହେଇଛନ୍ତି । ରୁଷିଆର ୧୧ଟି ସହରରେ ଥିବା ୧୨ଟି ଷ୍ଟାଡିୟମରେ ଆୟୋଜିତ ହେବ ଏହି ଖେଳ । ପ୍ରଥମ ମୁକାବିଲାରେ ରୁଷିଆ ଏବଂ ସାଉଦି ଆରବ ଖେଳିବେ କିନ୍ତୁ ଏହାର କିଛି ସମୟ ପୂର୍ବରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ବହୁ ବଡବଡ ତାରକା ଯୋଗଦେବେ ।

ପଢନ୍ତୁ : ଘରେ ପ୍ରସ୍ତୁତ କରନ୍ତୁ ଗାଜର ହାଲୱା

Related posts

Star India Has Won The Television & Digital Rights For IPL For Next Five Years

ENO Beuro

ଆଜି ଜବରଦସ୍ତ ମୁକାବିଲା: ଭାରତ ବନାମ ନେଦରଲ୍ୟାଣ୍ଡସ୍‌

ENO Beuro

ବିଶ୍ଵକପ ହକି ପାଇଁ ଓଡିଆ ଗୀତ ଗାଇଲେ ମିକା ସିଂହ

ENO Beuro

Leave a Comment