VASTU

ବାସ୍ତୁଶାସ୍ତ୍ର ଅନୁସାରେ ,ଏହି ୫ ଟି ଜିନିଷ ପର୍ସରେ ରଖନ୍ତୁ ,ବଢିପାରେ ଆପଣଙ୍କ ଧନ ?

ଅଧିକ ରୁ ଅଧିକ ଟଙ୍କା ରୋଜଗାର କରିବାକୁ ସମସ୍ତଙ୍କର ଆଶା ରହିଥାଏ ,ଆଉ ଏଥିପାଇଁ ମଧ୍ୟ ଆମେ କଠିନ ରୁ କଠିନ ପରିଶ୍ରମ କରିଥାଉ । କିନ୍ତୁ ବହୁତ ପରିଶ୍ରମ କରିବା ସ୍ଵେତେ ମଧ୍ୟ ଆମପାଖରେ ପଇସା ରହିନଥାଏ ।  ବସ୍ତୁଶାସ୍ତ୍ରରେ କୁହାଯାଇଛି କି, ଯଦି ଆପଣ କିଛି ଖାସ ଜିନିଷ ଆପଣଙ୍କ ପର୍ସ ରେ ରଖିବେ ,ତାହାଲେ ଆପଣଙ୍କୁ ଲାଭ ମିଳିପାରେ । ଏହି ୫ ଟି ଜିନିଷ  ପର୍ସ ରେ ରଖିବା ଦ୍ଵାରା ଆପଣଙ୍କ ପର୍ସ କେବେ ଖାଲି ହୋଇନଥାଏ । ଆସନ୍ତୁ ଜାଣିବା ଏହି ୫ ଟି ଚମତ୍କାର ଜିନିଷ ବିଷୟରେ ;

– ଆପଣ ପର୍ସରେ ମା ଲକ୍ଷ୍ମୀଙ୍କ ଫୋଟୋ ରଖନ୍ତୁ ,ଏହାଦ୍ଵାରା ଧନ ବଢିବା ସହ ସୁଖଶାନ୍ତି ପାଇପାରିବେ । ଅଧିକ ରୁ ଅଧିକ ଧନ ପାଇବାର ସୁଯୋଗ ମଧ୍ୟ ପାଇପାରିବେ ।

-ନିଜ ପର୍ସରେ ପଦ୍ମର ବୀଜ ରଖନ୍ତୁ ,ଏହାଦ୍ଵାରା ଆପଣଙ୍କ ପର୍ସ କେବେ ବି ଖାଲି ରହିବନାହିଁ । ମା ଲକ୍ଷ୍ମୀଙ୍କ କୂର୍ପା ସବୁବେଳେ ଆପଣଙ୍କ ଉପରେ ରହିବା ।

-ପର୍ସରେ ଅକ୍ଷେତ ରଖିବା ବି ବହୁତ ଫାଇଦା ଅଟେ ।  କୁହନ୍ତି ଯେ ,ଚାଉଳ ପର୍ସ ରେ ରଖିବା ଦ୍ଵାରା ଆପଣଙ୍କ ଖର୍ଚ କମିଥାଏ ।

-ନକ୍ଷତ୍ର ପର୍ସ ରେ ରଖିନ୍ତୁ ,ଯାହାଦ୍ୱାରା ଆପଣ ବହୁତ ଲାଭ ପାଇପାରିବେ । ନକ୍ଷତ୍ର ରଖିବାଦ୍ଵାରା ଆପଣ ଅସୁବିଧା ରୁ ରକ୍ଷା ପାଇପାରିବେ ।

-ପର୍ସରେ ଆଇନ ରଖିବା ଦ୍ଵାରା ଆପଣଙ୍କ ଚାକିରି ପାଇଁ ଲାଭଦାୟକ ଅଟେ । ଆଉମଧ୍ୟ ଧନ ବଢିଥାଏ।

ପଢନ୍ତୁ ;ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତ ଗ୍ରସ୍ତ : ଦୁଇ ଦେଶ ମଧ୍ୟରେ ୯ ପ୍ରସଙ୍ଗରେ ଚୁକ୍ତି ସ୍ୱାକ୍ଷର

Related posts

ବାସ୍ତୁଶାସ୍ତ୍ର ପ୍ରଭାବ ଆପଣଙ୍କ ଜୀବନ ଉପରେ କିପରି ପଡିଥାଏ ଜାଣନ୍ତୁ

ENO Beuro

ଯଦି ଆପଣ ୨୦୧୮ ରେ ଧନୀ ହେବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଜାଣି ରଖନ୍ତୁ କିଛି ଟିପ୍ସ

ENO Beuro

ସମ୍ପୂର୍ଣ ହନୁମାନ ଚାଳିଶାର ପଠନ କରିବା ଦ୍ଵାରା ଦୂର ହୋଇଯିବ ଆପଣଙ୍କର ଏହି ସବୁ ସମସ୍ୟା ! ଆସନ୍ତୁ ଜାଣିବା

ENO Beuro

1 comment

Leave a Comment