ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ବାସ୍ତୁ ଅନୁଯାୟୀ ରଜନୀଗନ୍ଧା ଫୁଲ ଓ ଗଛ ଦାମ୍ପତ୍ୟ ଜୀବନରେ ଖୁସି ଭରିଥାଏ। ମାତ୍ର ଏହି ଗଛକୁ ଲଗାଇବା ପାଇଁ ସଠିକ ଦିଗ ଚୟନ କରନ୍ତୁ।
ବିଭିନ୍ନ ପ୍ରକାର ବୃକ୍ଷ-ଲତା ବାତାବରଣକୁ ଶୁଦ୍ଧ କରିଥାଏ। ମାତ୍ର ପରିବେଶକୁ ଶୁଦ୍ଧ କରିବା ସହ ଏହା ସମ୍ପର୍କରେ ମଧ୍ୟ ମଧୁରତା ଭରିଥାଏ। ବାସ୍ତୁରେ ଏଭଳି ଅନେକ ସୁଗନ୍ଧିତ ଗଛ ବିଷୟରେ ବର୍ଣ୍ଣନା କରାଯାଇଛି,ଯାହା ବାସ୍ତୁ ଦୋଷ ଦୂର ସହ ଘରେ ସୁଖ-ସମୃଦ୍ଧି ଓ ସମ୍ପର୍କରେ ମଧୁରତା ଭରିଥାଏ। ସେଭଳି କିଛି ଗଛ ମଧ୍ୟରୁ ଗୋଟିଏ ହେଉଛି ରଜନୀଗନ୍ଧା। ଏହା ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜୀବନର ଅନେକ ସମସ୍ୟାକୁ ଦୂର କରିଥାଏ। ବିଶେଷ କରି ଦାମ୍ପତ୍ୟ ଜୀବନରେ ଥିବା ଅନେକ ସମସ୍ୟାକୁ ଏହା ଦୂର କରି ସୁଖମୟ କରିଥାଏ। ପତିପତ୍ନୀଙ୍କ ମଧ୍ୟରେ ଭଲପାଇବା ବୃଦ୍ଧି ସହ ସମ୍ପର୍କ ମଜଭୂତ ହୋଇଥାଏ। ବାସ୍ତୁ ଅନୁଯାୟୀ ରଜନୀଗନ୍ଧା ଫୁଲ ଓ ଗଛ ଦାମ୍ପତ୍ୟ ଜୀବନରେ ଖୁସି ଭରିଥାଏ। ମାତ୍ର ଏହି ଗଛକୁ ଲଗାଇବା ପାଇଁ ସଠିକ ଦିଗ ଚୟନ କରନ୍ତୁ। ସଠିକ ଶୈଳୀ ଓ ଦିଗରେ ଲଗାଇବା ଦ୍ୱାରା ଖୁବ ଲାଭ ମିଳିଥାଏ.. ଗଜନୀଗନ୍ଧା ଗଛକୁ ଘରେ ଲଗାନ୍ତୁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ଲାଗି ରହୁଥିବା କଳହ ଦୂର ହୋଇ ସୁଖମୟ ହୋଇଥାଏ। ଜୀବନରେ ମଧୁରତା ଭରିଯାଏ। ପତିପତ୍ନୀ ନିଜ କକ୍ଷରେ ଏହି ଗଛ ଲଗାଇବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ। ବାସ୍ତୁ ଦୋଷ ଦୂର ହୋଇଥାଏ। ଉଭୟଙ୍କ ମଧ୍ୟରେ ଭଲ ପାଇବା ମଧ୍ୟ ବୃଦ୍ଧି ହୋଇଥାଏ। ବାସ୍ତୁ ଅନୁଯାୟୀ ରଜନୀଗନ୍ଧା ଗଛକୁ ସଠିକ ଦିଗରେ ଲଗାଇବା ଉଚିତ। ଏହି ଗଛକୁ ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାନ୍ତୁ। ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରେ ସର୍ବଦା ସୁଖଶାନ୍ତିର ବାତାବରଣ ବୃଦ୍ଧି କରିଥାଏ। ଦାମ୍ପତ୍ୟ ଜୀବନରେ ଖୁସି ସର୍ବଦା ରହିବା ସହ ଘରେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।