VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘର ନିକଟରେ ରଖନ୍ତୁନି ଏସବୁ ଗଛ, ଜାଣନ୍ତୁ କାରଣ କ’ଣ ?

ବାସ୍ତୁଶାସ୍ତ୍ରରେ କେବଳ ଘର ବିଷୟରେ ନୁହେଁ ଆଖ ପାଖରେ ଥିବା ଅନ୍ୟ ଜିନିଷ ଉପରେ ମଧ୍ୟ ଲେଖାଯାଇଥାଏ । ପ୍ରତୀତି ଜିନିଷ କେମିତି କ’ଣ ବ୍ୟବହାର କରିବା ସବୁ କଥା ବାସ୍ତୁଶାସ୍ତ୍ରରେ ଲେଖା ଯାଇଛି ।  କିନ୍ତୁ କଣ ଆପଣ ଜାଣନ୍ତି ଘରର ବାସ୍ତୁ ଆଖପାଖରେ ଥିବା ଜିନିଷ ଉପରେ ମଧ୍ୟ ନିର୍ଭର କରିଥାଏ । ଯେମିତି କି ଆପଣଙ୍କ ଘର ନିକଟରେ ଥିବା ଗଛ । ଏମିତି ଅନେକ ଗଛ ଅଛି ଯାହାକୁ ଘର ନିକଟରେ ରଖିବା ଅନୁଚିତ୍ ।

ଘର ନିକଟରେ କେଉଁ ଗଛ ରଖିଲେ ଅଶୁଭ ହୋଇଥାଏ ଜାଣନ୍ତୁ :-

  • ଘର ନିକଟରେ ଅଧା ଶୁଖିଯାଇଥିବା କିମ୍ବା ପୋଡି ଯାଇଥିବା ଗଛ ରଖିଲେ ଅଶୁଭ । ବାସ୍ତୁ ଅନୁଯାୟୀ ଏପରି ଗଛ ରହିଲେ ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ ।
  • ଯଦି ଘର ସମ୍ମୁଖରେ ତେନ୍ତୁଳି ଏବଂ ମେହନ୍ଦୀ ଗଛ ଅଛି ତେବେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ । ବାସ୍ତୁ ଅନୁସାରେ ଏସବୁ ଗଛ ରହିଲେ ଘରକୁ ଖରାପ ଆତ୍ମା ପ୍ରବେଶ କରିଥାଏ ।
  •  ଘରର ପୂର୍ବ ଏବଂ ଉତ୍ତର – ପୂର୍ବ ଦିଗରେ ଅଧିକ ଲମ୍ବା ଗଛ ରଖିବା ଅନୁଚିତ୍ । ଏହା ସହ ଘରର ଅଗଣାରେ ମଧ୍ୟ ଅଧିକ ଲମ୍ବା ଗଛ ରହିଲେ ଅଶୁଭ ହୋଇଥାଏ ।
  • ଘର ନିକଟରେ ଅଧା ଶୁଖିଯାଇଥିବା କିମ୍ବା ପୋଡି ଯାଇଥିବା ଗଛ ରଖିଲେ ଅଶୁଭ । ବାସ୍ତୁ ଅନୁଯାୟୀ ଏପରି ଗଛ ରହିଲେ ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ ।
  • ଯଦି ଆପଣ ଏହି ସବୁ ଗଛକୁ କାଟି ପାରିବେନି ତେବେ ଉପାୟ କରି ଏହାର କୁପ୍ରଭାବକୁ ନଷ୍ଟ କରିବାକୁ ଚେଷ୍ଟା କରନ୍ତୁ । ଏହି ଗଛ ମାନଙ୍କ ନିକଟରେ ତୁଳସୀ, ଅଶୋକ, ହଳଦୀ, ନିମ୍ବ କିମ୍ବା ଚନ୍ଦନ ଗଛ ଲଗାନ୍ତୁ । ଯାହା ଦ୍ୱାରା ବାସ୍ତୁ ଦୋଷ କଟିଯିବ ।

ପଢନ୍ତୁ ;

ଗଣେଶଙ୍କର କେଉଁ ଆକୃତିର ମୂର୍ତ୍ତିକୁ ଘରେ କିମ୍ବା ଦୋକାନରେ ରଖି ପୂଜା କରିବା ଉଚିତ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନ ଗଣେଶଙ୍କ ମୂର୍ତି ଘରେ ରଖିବା ଦ୍ଵାରା କ’ଣ ହୁଏ ଆସନ୍ତୁ ଜାଣିବା

ENO Beuro

ଘରେ ଏହି ଛୋଟଛୋଟ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ , ନଚେତ ହୋଇପାରେ ବଡ ସମସ୍ୟା

ENO Beuro

ବିବାହ ସମୟରେ ବର-କନିଆଙ୍କୁ କାହିଁକି ହଳଦୀ ଲଗାଯାଇଥାଏ? ଜାଣନ୍ତୁ

ENO Beuro

1 comment

Leave a Comment