VASTU

କପାଳ ଦେଖି ଭବିଷ୍ୟବାଣୀ – ଜାଣନ୍ତୁ କଣ ଲେଖାଯାଇଛି ଆପଣଙ୍କ କପାଳରେ

କପାଳ ଦେଖି ଭବିଷ୍ୟବାଣୀ - ଜାଣନ୍ତୁ କଣ ଲେଖାଯାଇଛି ଆପଣଙ୍କ କପାଳରେ

ଆପଣଙ୍କ କପାଳରେ କଣ ଲେଖାଯାଇଛି

ଆପଣ ଦେଖିଥିବେ ଅଧିକାଂଶ ଜ୍ୟୋତିଷ କପାଳ ଦେଖି ଭବିଷ୍ୟବାଣୀ କରିଥାନ୍ତି । ଏଥିସହ କପାଳ ଦେଖି ଆପଣଙ୍କ ଜୀବନ ସହ ଜଡିତ ସମସ୍ତ ରହସ୍ୟ ମଧ୍ୟ କହିଥାନ୍ତି । ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ବାସ ରଖୁଥାନ୍ତି ତେବେ ଆପଣ ନିଶ୍ଚୟ ଜାଣିଥିବେ ଯେ କପାଳ ଦେଖି ଭବିଷ୍ୟ ବାଣୀ କରିହୁଏ । ଆସନ୍ତୁ ଜାଣିବା କଣ ଲେଖାଯାଇଛି ଆପଣଙ୍କ କପାଳରେ ।

• ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁ ଲୋକଙ୍କ ମୁଣ୍ଡ ବା କପାଳ ବହୁତ ବଡ ହୋଇଥାଏ । ସେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ଏଥିସହ ଅତ୍ୟନ୍ତ ବିଚକ୍ଷଣ ହେବା ସହ ଅନେକ ବିଷୟରେ ଜ୍ଞାନ ଲାଭ କରିଥାନ୍ତି ।

• ଯେଉଁ ବ୍ୟକ୍ତିଙ୍କ କପାଳ ଆଗକୁ ବାହାରି ଥାଏ ଅର୍ଥାତ୍ ବାହାରକୁ ଅଧିକ ଗୋଜିଆ ହୋଇ ଦେଖା ଯାଇଥାଏ । ସେଭଳି ବ୍ୟକ୍ତିଙ୍କଠାରେ ଲୋଭ ପ୍ରବୃତି ଅଧିକ ଥାଏ ଅର୍ଥାତ୍ ଅଧିକ ଧନ ଲାଭ କରିବାକୁ ସବୁବେଳେ ମନ ବଳେଇଥାନ୍ତି । ଖାଲି ସେତିକି ନୁହେଁ ଅନ୍ୟର ଉନ୍ନତି ଦେଖି ସହି ପାରନ୍ତି ନାହିଁ । ସବୁବେଳେ ପର ଧନ ଉପରେ ତାଙ୍କର ନଜର ଥାଏ ।

• ଯେଉଁ ବ୍ୟକ୍ତିଙ୍କ କପାଳ ଚିକ୍କଣ ହୋଇଥାଏ । ସେଭଳି ବ୍ୟକ୍ତି ପ୍ରଭାବଶାଳୀ ଓ ଗୁଣବାନ ହୋଇଥାନ୍ତି । ଏଭଳି ବ୍ୟକ୍ତି ନିଜର ଅବୈଧ୍ୟ ପ୍ରତିଭା ଏବଂ ଜ୍ଞାନ ବଳରେ ଧନ ସମ୍ପତି ଲାଭ କରିଥାନ୍ତି । ଏଥିସହ ଏଭଳି ବ୍ୟକ୍ତି ଅତ୍ୟନ୍ତ ସ୍ୱାଭୀମାନ ମଧ୍ୟ ହୋଇଥାନ୍ତି ।

• କପାଳରେ ଥିବା ରେଖାଗୁଡିକ ଯାହାର ଗହୀରତା ଓ ଅତୁଟ ହୋଇଥାଏ ସେଭଳିି ବ୍ୟକ୍ତି ଦୀର୍ଘ ସମୟ ଯାଏଁ ଜୀବିତ ରହିଥାନ୍ତି । ଏଭଳି ବ୍ୟକ୍ତି ସାଧାରଣତଃ ଦାର୍ଶନିକ ଓ ଗଭୀର ବୁଝାସୁଝା ରଖୁଥିବା ବ୍ୟକ୍ତି ହୋଇଥାନ୍ତି ।

କପାଳ ଦେଖି ଭବିଷ୍ୟବାଣୀ - ଜାଣନ୍ତୁ କଣ ଲେଖାଯାଇଛି ଆପଣଙ୍କ କପାଳରେ

ପଢନ୍ତୁ;ସକାଳ ଚା ର କିଛି ଫାଇଦା ବିଷୟରେ ଯାଣନ୍ତୁ

Related posts

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଲେ କି ଲାଭ ମିଳେ ଜାଣନ୍ତୁ

ENO Beuro

ସ୍ନାନାଗାର ବିଷୟରେ ବାସ୍ତୁଶାସ୍ତ୍ର କ’ଣ କହେ, ଆସନ୍ତୁ ଜାଣିବା

ENO Beuro

ନାଗକେଶର ଗଛର ମଞ୍ଜିକୁ ଆଲମାରୀ ଲକରରେ ରଖିବା ଦ୍ଵାରା ମିଳିଥାଏ ମା ଲକ୍ଷ୍ମୀଙ୍କ ଅଶେଷ କୃପା

ENO Beuro

1 comment

Leave a Comment