• Home
  • News
  • ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତାଙ୍କ ପରଲୋକ
News

ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତାଙ୍କ ପରଲୋକ

ପରଲୋକରେ ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଭି.ଏ. ମୋହତା

ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଭି.ଏ. ମୋହତାଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ଘଟିଛି । ମହାରାଷ୍ଟ୍ରର ନାଗପୁର ନିକଟସ୍ଥ ଆକୋଲାଠାରେ ମୋହତା ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କୁ ୮୪ ବର୍ଷ ହୋଇଥିଲା । ସେ ଓଡିଶା ଉଚ୍ଚ ନ୍ୟାୟାଳୟରେ ତା-୨୮,୦୯,୧୯୯୪ ରୁ ତା- ୨୫,୦.୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ତାଙ୍କୁ ୪୩ବର୍ଷ ବୟସ ହୋଇଥିଲାବେଳେ ସେ ଦୀପକ ମିଶ୍ରଙ୍କୁ ଓଡିଶାର ମୁଖ୍ୟ ବିଚାରପତି ପାଇଁ ନାମ ସୁପାରିଶ କରିଥିଲେ। ସେ ଚାକିରିରୁ ଅବସର ନେବା ପରେ ସରକାରଙ୍କ କୌଣସି ପଦକୁ ସେ ଗ୍ରହଣ କରିନଥିଲେ।

ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତାଙ୍କ ପରଲୋକ ଓଡିଶାର ପୂର୍ବତନ ମୁଖ୍ୟ ବିଚାରପତି ଭିଏ ମୋହତାଙ୍କ ପରଲୋକ Untitled 1

ପଢନ୍ତୁ : ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ

Related posts

ଏସବିଆଇରେ ୪ ମିନିଟରେ ଆକାଉଣ୍ଟ ଖୋଲିପାରିବେ ଓ ୫ ମିନିଟରେ ଟଙ୍କା ଟ୍ରାନ୍ସଫର

Krishna Kumar Manoj

ଜମ୍ମୁ-କଶ୍ମୀର, ହରିୟାଣାରେ ଭୂକମ୍ପ ଝଟକା

Krishna Kumar Manoj

ଉନ୍ନାୱ ଗଣ ଦୁଷ୍କର୍ମ ମାମଲା:ବିଧାୟକ ସେଙ୍ଗାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ନିଶ୍ଚିତ କଲା ସିବିଆଇ,ପୀଡ଼ିତା କହିଲେ ଦିଆଯାଉ ମୃତ୍ୟୁଦଣ୍ଡ

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More