Loading...

ଫାର୍ମହାଉସ୍‌ରେ ପଡ଼ିଯିବାରୁ ଭାଙ୍ଗିଗଲା ‘କେସିଆର୍‌’ଙ୍କ ଅଣ୍ଟା

ଫାର୍ମହାଉସ୍‌ରେ ପଡ଼ିଯିବାରୁ ଭାଙ୍ଗିଗଲା ‘କେସିଆର୍‌’ଙ୍କ ଅଣ୍ଟା

ଏରାବଲ୍ଲୀସ୍ଥିତ ଫାର୍ମହାଉସ୍‌ରେ ପଡ଼ିଯିବାରୁ ଗୁରୁବାର ରାତିରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଣ୍ଟା ଭାଙ୍ଗିଥିବାନେଇ ସୂଚନା ମିଳିଛି। ବର୍ତ୍ତମାନ ତାଙ୍କୁ ସୋମାଜିଗୁଡ଼ାର ଯଶୋଦା ହସ୍ପିଟାଲ୍‌ସ୍‌ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।

ଏରାବଲ୍ଲୀସ୍ଥିତ ଫାର୍ମହାଉସ୍‌ରେ ପଡ଼ିଯିବାରୁ ଗୁରୁବାର ରାତିରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଣ୍ଟା ଭାଙ୍ଗିଥିବାନେଇ ସୂଚନା ମିଳିଛି। ବର୍ତ୍ତମାନ ତାଙ୍କୁ ସୋମାଜିଗୁଡ଼ାର ଯଶୋଦା ହସ୍ପିଟାଲ୍‌ସ୍‌ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ତାଙ୍କୁ ଦେଖା କରିବା ଲାଗି ତେଲେଙ୍ଗାନାର ବିଭିନ୍ନ ପ୍ରାନ୍ତରୁ ବିଧାୟକମାନେ ଡାକ୍ତରଖାନାକୁ ଆସୁଛନ୍ତି। ପୂର୍ବତନ ମନ୍ତ୍ରୀ କେ. ଟି. ରାମା ରାଓ, ହରିଶ ରାଓ ଓ ‘ଏମ୍‌ଏଲ୍‌ସି’ କବିତା କେ. ଚନ୍ଦ୍ରଶେଖର ରାଓଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବା ସହିତ ତାଙ୍କ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତରଙ୍କ ସହିତ ଯୋଗାଯୋଗ ରଖିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.