News

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବଟ ୱାକର ବୁଶଙ୍କ ଦେହାନ୍ତ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବଟ ୱାକର ବୁଶଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ଗତକାଲି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

bush

ବୁଶ ୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ । କିଛିମାସ ପୂର୍ବରୁ ବୁଶଙ୍କର ପତ୍ନୀ ବରାବରାଙ୍କର ମୃତୁ୍ୟ ହୋଇଥିଲା । ଏପି୍ରଲମାସରୁ ସେ ଆଇସିୟୁରେ ଥିଲେ । ଦେଶର ୪୧ତମ ରାଷ୍ଟ୍ରପତି ସିନିୟର ବୁଶ ଥିଲେ କନେକ୍ଟିକଟର ସିନିୟର ପ୍ରେସକ୍ରାଟଙ୍କ ପୁଅ ।

ସିନିୟର ବୁଶଙ୍କ କାର୍ଯ୍ୟକାଳ ସମୟରେ ପ୍ରଥମ ଖାଡୀ ଯୁଦ୍ଧ ହୋଇଥିଲା । ଇରାକ କୁଏତ ଉପରେ ଆକ୍ରମଣ କରିବା ସମୟରେ ସିନିୟର ବୁଶଙ୍କ ନେତୃତ୍ୱରେ ଆମେରିକୀୟ ସେନା ଇରାକ୍ ଉପରେ ଆକ୍ରମଣ କରିଥିଲେ । ଏହା ସହିତ ସଦ୍ଦାମ ହୁସେନଙ୍କୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଥିଲେ ।

ପଢନ୍ତୁ ; ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଭେଜିଟେବଲ୍‌ ଚିକେନ୍‌’

Related posts

ଓଡ଼ିଶାରେ ହୋଇପାରେ ଝଡ଼ବର୍ଷା

ENO Beuro

ତାଇୱାନରେ ବଡ଼ ଧରଣର ଭୂକମ୍ପ : ୨ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଲୋକ ଆହତ

ENO Beuro

ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ମାରକର ଊଦଘାଟନ କଲେ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More