News

୪ ଜୈଶ-ଏ-ଅହମ୍ମଦ ଆତଙ୍କବାଦୀଙ୍କୁ ଗୁଳି କଲେ ଯବାନ : ଜମ୍ମୁ ଓ କଶ୍ମୀର

ଆଜି ସକାଳେ ଜମ୍ମୁ ଓ କଶ୍ମୀର ଅନ୍ତୁର୍ଗତ ଉରି ସେକ୍ଟର୍‌ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କରିବାକୁ ଯାଇ ଜୈସ୍‌-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା କଥା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

କାଶ୍ମୀରର ଡିଜିପି ଏସ.ପି ବୈଦ୍ୟ ଏହି ସୂଚନା ଦେଇଛନ୍ତି ଯେ , ଉରି ସେକ୍ଟରରେ ବାରମ୍ବାର ପାକିସ୍ତାନ ଅନୁପ୍ରବେଶ ଉଦ୍ୟମ ଜାରି ରଖିଛି । ଶୁକ୍ରବାର ଏଠାରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଆଉ ଏହାକ କଡା ଜବାବ ଦେଇଥିଲା ସେନା ।

ଗତବର୍ଷ ଜୁନରେ ବି ଉରି ସେକ୍ଟରରେ ୪୮ ଘଂଟା ମଧରେ ପାକିସ୍ତାନ ଦୁଇଥର ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲା ୨୦୧୬ରେ ନିୟନ୍ତ୍ରଣ ରେଖାରେ ପଶି ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ।

ଉରିରେ ଆତଙ୍କବାଦୀ ଆକ୍ରମଣରେ ୧୯ ଯବାନ ସହିଦ ହେବା ପରେ ଭାରତ ଏହ ିଷ୍ଟ୍ରାଇକ କରିଥିଲା । ସେନା ଦିବସରେ ନିଜର ପରାକାଷ୍ଠା ଦେଖାଇଛି ଭାରତୀୟ ସେନା । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ଯବାନ ।

୪ ଜୈଶ-ଏ-ଅହମ୍ମଦ ଆତଙ୍କବାଦୀଙ୍କୁ ଗୁଳି କଲେ ଯବାନ : ଜମ୍ମୁ ଓ କଶ୍ମୀର terrorist

ପଢନ୍ତୁ ;

ଭେସଲିନ୍ ଦ୍ଵାରା ଆପଣ ପାଇ ପାରିବେ ତ୍ଵଚା ଓ କେଶର ଚମକ, ଆସନ୍ତୁ ଜାଣିବା

Related posts

ସୁପ୍ରମିକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି

Krishna Kumar Manoj

ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଙ୍କ ନିସ୍ପତି, ୧ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ

Krishna Kumar Manoj

ମାଲକାନଗିରି : ବାପାଙ୍କ ଦ୍ଵାଦଶ କ୍ରିୟାରେ ଘରେ ନିଆଁ ଲାଗି ୩ ଝିଅଙ୍କ ମୃତ୍ୟୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More