EnewsOdia.Com

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା ଚିକିତ୍ସା

ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟାକୁ ଗୋଲଡନ୍‌ ଆଓ୍ୱାର ବୋଲି କୁହାଯାଇଥାଏ । ଏହି ଏକ ଘଣ୍ଟା ମଧ୍ୟରେ ଠିକ୍‌ ଚିକିତ୍ସା ଉପଲବ୍ଧ ହେଲେ ଅନେକଙ୍କ ଜୀବନ ବଞ୍ଚିଯାଇପାରେ । ଏବେ ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଦୁର୍ଘଟଣା ଘଟିବାର ପ୍ରଥମ ୪୮ ଘଣ୍ଟା ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ।

ଏଥିରେ ଭୁବନେଶ୍ୱର ଆପୋଲ, ଆମ୍ରି ଓ କଟକ ଅଶ୍ୱନୀ ହସପିଟାରେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ।

ଏ ସମ୍ପର୍କରେ ସବିଶେଷ ସୂଚନା ପାଇଁ ତିନି ଜଣ ଅଧିକାରୀଙ୍କ ଫୋନ୍‌ ନମ୍ବର ମଧ୍ୟ ଦିଆଯାଇଛି ଓ ଓ୍ୱେବସାଇଟର ଆଡ୍ରେସ ମଧ୍ୟ ଦିଆଯାଇଛି ।

ପଢନ୍ତୁ: ଜାମ୍ମୁ-କାଶ୍ମୀରରେ ପହଞ୍ଚିଲେ ୟୁରୋପୀୟ ସାଂସଦଙ୍କ ପ୍ରତିନିଧିଦଳ

ସମ୍ବନ୍ଧିତ ଖବର

ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

Ratnamani Maharana

ଆଉ ଚାରି ପାଞ୍ଚ ଘଣ୍ଟା ମଧ୍ୟରେ ଓଡ଼ିଶା ସୀମା ଅତିକ୍ରମ କରିବ ବାତ୍ୟା ‘ବୁଲ୍‌ବୁଲ୍‌’

Ratnamani Maharana

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Ratnamani Maharana

ଅଯୋଧ୍ୟା ପାଇଁ ବଡ଼ ଯୋଜନା

Ratnamani Maharana

ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କୁ ଅର୍ଥନୀତିରେ ନୋବେଲ

Ratnamani Maharana

୩୧ ତାରିଖରେ ୯ ଘଣ୍ଟା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବ

Ratnamani Maharana