କଞ୍ଚା ପରିବା ସ୍ୱାସ୍ଥ୍ୟ ପାଇଁ କେତେ ହାନିକରକ ଆସନ୍ତୁ ଜାଣିବା ସେ ସମ୍ପର୍କରେ…..

bad effect

ସାଧରଣରତଃ କଞ୍ଚା ପରିବା  ଆମ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ଆମେ ଭାବୁ। ମାତ୍ର କିଛି ପରିବା ଏପରି ରହିଛି ଯାହା କଞ୍ଚା ଖାଇଲେ ଆମ ଶରୀର ସ୍ଵସ୍ଥ ପରିବର୍ତେ ହୋଇଯାଏ ଖରାପ । ଡାଏଟରେ ୯୦ ପ୍ରତିଶତ ଲୋକ କଞ୍ଚା ପରିବାକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। କୋବି ଓ ଶାଗ ଆଦି କେତେକ ପରିବା, ଯାହାକୁ ରୋଷେଇ କାଲେ ପୋଷକତ୍ଵ  ବଢିଯାଇଥାଏ ଆସନ୍ତୁ ଜାଣିବା କିଛି କଞ୍ଚା ପାରିବ ସମ୍ପର୍କରେ ଯାହା ଆମ ଦେହ ପ୍ରତି ହାନିକରକ  ଅଟେ।

୧) କେତେକ ଲୋକ କଞ୍ଚା ମାଂସ ଖାଇବାକୁ ଭଲ ପାଆନ୍ତି ମାତ୍ର କଞ୍ଚା ମାଂସରେ ଥିବା ସାଲମୋନେନା,କୋଳି ଓ ଲେଷ୍ଟେରିଆ ନାମକ ଜୀବାଣୁ ଶରୀର ପାଇଁ ହାନିକର ବୋଲି ଗବେଷଣାରୁ ଜଣାଯାଇଛି।
୨) ବାଇଗଣ, ଆଳୁ, ଅସ୍ପରାଗୁସ, ବିନ ଆଦି ପରିବା ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ।
୩) ଛତୁକୁ କଞ୍ଚା ଖାଇବା ମନା।
୪) ଡାଲି ଜାତୀୟ ଖାଦ୍ୟକୁ କଞ୍ଚା ଖାଇବା ଅନୁଚିତ ବୋଲି କୁହାଯାଇଛି।
ପଢନ୍ତୁ: ଭଜା ରସୁଣ ଖାଉଛନ୍ତି କି !! ତେବେ ଜାଣିନିଅନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More