Entertainment

ଇଣ୍ଟରନେଟରେ ଛାଇଲା ମଣ୍ଟୁ ଛୁରିଆଙ୍କ ମ୍ୟୁଜିକ ଭିଡିଓ “ଲବଙ୍ଗ ଲତା”

ENEWSODIA ତରଫରୁ ମୁକ୍ତିଲାଭ କରିଥିବା ଏକ ମନଛୁଆଁ ଜବରଦସ୍ତ ଦମଦାର ମେଲୋଡିୟସ ଗୀତ “ଲବଙ୍ଗ ଲତା”ର ମ୍ୟୁଜିକ ଭିଡିଓ ନିକଟରେ ରିଲିଜ ହୋଇଛି। ଏହି ମ୍ୟୁଜିକ୍ ଭିଡିଓରେ ଅକନ ଏବଂ ଜ୍ୟୋତିଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଏହା ସହ ଓଲିଉଡର  ପ୍ରିୟ ଗାୟକ ମଣ୍ଟୁ ଛୁରିଆ ମଧ୍ୟ ଅଭିନୟ କରିଛନ୍ତି।

ଏଥିରେ ନିଆରା ଲିରିକ୍ସ ସହ ଆକର୍ଷଣୀୟ ମ୍ୟୁଜିକ ଶୁଣିବାକୁ ଆପଣ ପାଇବେ ଏବଂ ଏହା ସହ “ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡା” କମ୍ୱିନେସନ କଣ୍ଠଦାନକୁ ନେଇ ଓଲିଉଡରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଗୀତରେ ଲିରିକ୍ସ ଦେଇଛନ୍ତି ଉମେଶ ଭୋଇ। ଏହି ସଙ୍ଗୀତଟିର ନିର୍ଦେଶନା ଭାର ତୁଲାଇଛନ୍ତି ରେହାନ କମଲ

ପଢନ୍ତୁ; ରିଲିଜ ହେଲା ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡାଙ୍କ କଣ୍ଠରେ ଏକ ମଜାଦାର ଗୀତ ‘Tiktok ରଙ୍ଗବତୀ’

Related posts

ସାରା ଅଲ୍ଲୀ ଖାନ ଛାଡିଲେ ମାଁ ଅମୃତା ସିଂହଙ୍କ ଘର,ଜାଣନ୍ତୁ କାହିଁକି

ENO Beuro

ରିଲିଜ ହେଲା ହ୍ୟୁମାନ ସାଗରଙ୍କ କଣ୍ଠରେ ଦୁଖଃଭରା ଗୀତ “ମୋ ସାଥେ ଖେଳିଳୁ”

ENO Beuro

ସାଇ ବାବାଙ୍କ ଏକ ଭିନ୍ନ ଧରଣର ଓଡିଆ ଭଜନ

ENO Beuro

Leave a Comment