Loading...

ଆସନ୍ତୁ ଆଜି ପ୍ରସ୍ତୁତ କରିବା ପ୍ରୋଟିନରେ ଭରପୁର "ଅଣ୍ଡା ସାଲାଡ"

ଆସନ୍ତୁ ଆଜି ପ୍ରସ୍ତୁତ କରିବା ପ୍ରୋଟିନରେ ଭରପୁର "ଅଣ୍ଡା ସାଲାଡ"

.ଅଣ୍ଡା ସାଲାଡ୍ଏ ପ୍ରସ୍ତୁତି ପାଇଁ କିଛି କଟା ଟମାଟୋ, ୨ଟି କଟା ପିଆଜ, ୩ ଟି ରସୁଣ, ଲବଙ୍ଗ, ୪ଟି ସିଝା ଅଣ୍ଡା, ଗୋଟିଏ ଚାମଚ କଳା ଲୁଣ, ଗୋଟିଏ ଚାମଚ କଳା ଲଙ୍କା ପାଉଡର

ଆଜି ଆମେ ଆପଣଙ୍କୁ କିଛି ପ୍ରୋଟିନ୍ ଯୁକ୍ତ ଅଣ୍ଡା ସାଲାଡ୍ ରେସିପି ବିଷୟରେ କହିବାକୁ ଯାଉଛୁ, ଯାହା ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ ଏବଂ ସ୍ଵାଦ ମଧ୍ୟ ବହୁତ୍ ଭଲ ଥାଏ। 

.ଅଣ୍ଡା ସାଲାଡ୍ଏ ପ୍ରସ୍ତୁତି ପାଇଁ କିଛି କଟା ଟମାଟୋ, ୨ଟି କଟା ପିଆଜ, ୩ ଟି ରସୁଣ, ଲବଙ୍ଗ, ୪ଟି ସିଝା ଅଣ୍ଡା, ଗୋଟିଏ ଚାମଚ କଳା ଲୁଣ, ଗୋଟିଏ ଚାମଚ କଳା ଲଙ୍କା ପାଉଡର ଏବଂ ଗୋଟିଏ ଚାମଚ ଅଲିଭ୍ ତେଲ ନିଅନ୍ତୁ। ଏହି ସମସ୍ତ ଉପାଦାନକୁ ଏକ ପାତ୍ରରେ ରଖନ୍ତୁ ଏବଂ ସେଥିରେ ଲୁଣ, କଳା ଲଙ୍କା ଏବଂ ତେଲ ମିଶାନ୍ତୁ। ଆପଣଙ୍କର ଅଣ୍ଡା ଟମାଟୋ ସାଲାଡ୍ ପ୍ରସ୍ତୁତ। ଏହି ସାଲାଡ ଖାଇବା ଦ୍ବାରା ଶରୀରରେ ଫାଇବରର ଅଭାବ ଦୂର ହୋଇଯିବ ଏବଂ ପେଟ ସୁସ୍ଥ ରହିବ।ଆପଣ ଚାହିଁଲେ ରସୁଣକୁ ସ୍କିପ ବି କରିପାରିବେ।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.