LIFESTYLE

ଆପଣ ଜାଣିଛନ୍ତି କି କିନ୍ନରମାନଙ୍କ ଅନ୍ତିମ ସଂସ୍କାର କିପରି ହୋଇଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

କିନ୍ନରମାନଙ୍କ ଦୁନିଆ ଅଲଗା ଧରଣର ହୋଇଥାଏ। ତାଙ୍କ ବିଷୟରେ ସବୁକିଛି ସାଧାରଣଲୋକଙ୍କୁ ଜଣାନଥାଏ। କିନ୍ନରମାନେ ବହୁତ ସ୍ନେହୀ ହୋଇଥାନ୍ତି,। ଏବଂ ତାଙ୍କର ପ୍ରତିଟି ଆଶୀର୍ବାଦ ଫଳପ୍ରଦ ହୋଇଥାଏ। ଜନଗଣନା ରିପୋର୍ଟ ଅନୁସାରେ ଦେଶରେ ଦୁଇଲକ୍ଷରୁ ଅଧିକ କିନ୍ନର ଅଛନ୍ତି।

ଆସନ୍ତୁ ଜାଣିବା। ତାଙ୍କ ଜୀବନଶୈଳୀ ଓ ମୃତ୍ୟୁକୁ ନେଇ ଜଡ଼ିତ ଥିବା କେତେଟି କଥା ସମ୍ପର୍କରେ-

ଆମ ହିନ୍ଦୁ ପରମ୍ପରା ଅନୁଯାୟୀ ମୃତ୍ୟୁ ପରେ ଶବକୁ ଜଳାଇ ଦିଆଯାଇଥାଏ। କିନ୍ତୁ କିନ୍ନରଙ୍କୁ ପୋତା ଯିବାର ପରମ୍ପରା ରହିଛି।ସାଧାରଣଲୋକଙ୍କ ଅନ୍ତିମ ସଂସ୍କାର ସାର୍ବଜନିକ ରୁପରେ ହୋଇଥାଏ କିନ୍ତୁ କିନ୍ନରଙ୍କ ଅନ୍ତିମ ସଂସ୍କାର ପୁରାପୁରି ଗାପନୀୟ ଭାବେ ହୋଇଥାଏ। ଏହା ପଛରେ କାରଣ ମଧ୍ୟ ରହିଛି।

କୁହାଯାଏ କି,କିନ୍ନରଙ୍କ ମୃତଦେହ ଉପରେ ଯଦି କୌଣସି ସାଧାରଣ ଲୋକଙ୍କ ନଜର ପଡେ ତେବେ ସେ ପୁଣି ପୂର୍ବଜନ୍ମରେ ସେହି କିନ୍ନର ଜନ୍ମ ପାଇଥାଏ। ସେମିତି ଯିଏ ଦେଖିଥାଏ, ତାକୁ ବି ପୂର୍ବଜନ୍ମରେ କିନ୍ନର ହେବାକୁ ପଡ଼ିଥାଏ। ଏଥିପାଇଁ କିନ୍ନରଙ୍କ ମୃତଦେହକୁ ରାତିରେ ଅନ୍ତିମ ସଂସ୍କାର ପାଇଁ ନିଆ ଯାଇଥାଏ।

କିନ୍ନରରଙ୍କ ମୃତ୍ୟୁ ପରେ ସାଥୀ କିନ୍ନର ଦୁଃଖୀ ହୋଇ ନଥାଆନ୍ତି। ବରଂ ଖୁସି ହୋଇଥାଆନ୍ତି। କିନ୍ନର ସମ୍ପ୍ରଦାୟରେ ମୃତ୍ୟୁକୁ ମୁକ୍ତି ରୂପରେ ଦେଖିଥାଆନ୍ତି। କିନ୍ନରଙ୍କ ଅନ୍ତିମ ସଂସ୍କାରରେ ଆହୁରି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥାଏ। କିନ୍ନରଙ୍କ ମୃତ୍ୟୁ ହେବା ପରେ ପାଖଆଖରେ ଥିବା କିନ୍ନର ସମୁଦାୟ ଏକ ସପ୍ତାହ ପର୍ଯ୍ୟନ୍ତ କିଛି ଖାଇ ନଥାଆନ୍ତି। କିନ୍ନରର ମୃତ୍ୟୁ ହେବା ପରେ ଦ୍ୱିତୀୟଥର ଭଗବାନ ଯେମିତି ତାକୁ କିନ୍ନର ଜନ୍ମ ନଦିଅନ୍ତୁ ସେଥିପାଇଁ ସାଥୀ କିନ୍ନରମାନେ ପ୍ରାର୍ଥନା କରିଥାଆନ୍ତି।

ପଢନ୍ତୁ; ବାଂଲାଦେଶ ଦ୍ରୁତ ବୋଲର ରୁବେଲ ହୁସେନ ପ୍ରଶଂସକଙ୍କୁ କ୍ଷମା ମାଗିଲେ

Related posts

ରୋଷେଇ ଘରେ ବ୍ୟବହୃତ ଏହି ପତ୍ରର ଜୁସରେ ରହିଛି ଚମତ୍କାରୀ ଔଷଧୀୟ ଗୁଣ

ENO Beuro

ବ୍ରେନ୍ ଟ୍ୟୁମର ପାଇଁ ହୋଇପାରେ ହୃଦ୍ ଘାତ ! ଜାଣନ୍ତୁ ଏହାର ଲକ୍ଷଣ

ENO Beuro

ଜାଣନ୍ତୁ କାଗେଜି ଲେମ୍ବୁର ଉପକାରୀ ଗୁଣ ବିଷୟରେ !

ENO Beuro

Leave a Comment