Loading...

ନୂଆ ସଂସଦ ଭବନରେ ତିନିଦିନ ପର୍ଯ୍ୟନ୍ତ ହେବ "ଗଦର-୨"ର ହେବ ସ୍ପେଶାଲ ସ୍କ୍ରିନିଂ

ନୂଆ ସଂସଦ ଭବନରେ ତିନିଦିନ ପର୍ଯ୍ୟନ୍ତ ହେବ "ଗଦର-୨"ର ହେବ ସ୍ପେଶାଲ ସ୍କ୍ରିନିଂ

ସନ୍ନି ଦେଓଲ୍‌ ଓ ଅମିଷା ପଟେଲ୍‌ ଷ୍ଟାରର୍‌ ଫିଲ୍ମ ‘ଗଦର ୨’ ନୂଆ ସଂସଦଗୃହରେ ସ୍ୱତନ୍ତ୍ର ପ୍ରଦର୍ଶିତ ହେବ ବୋଲି ଜଣାପଡିଛି।

 ସନ୍ନି ଦେଓଲ୍‌ ଓ ଅମିଷା ପଟେଲ୍‌ ଷ୍ଟାରର୍‌ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ସୁପର ହିଟ ହୋଇଥିଲାବେଳେ ଭାରତ ବ୍ୟତୀତ ବିଦେଶରେ ମଧ୍ୟ ବେଶ୍ କମାଲ କରୁଛି। ଏହି ସିନେମା ନୂଆ ସଂସଦଗୃହରେ ସ୍ୱତନ୍ତ୍ର ପ୍ରଦର୍ଶିତ ହେବ ବୋଲି ଜଣାପଡିଛି। ଏହି ଫିଲ୍ମ ଅଗଷ୍ଟ ୨୫ରୁ ତିନି ଦିନ ଯାଏ ସଂସଦର ନୂତନ ଭବନରେ ସ୍ପେଶାଲ ସ୍କ୍ରିନିଂ କରାଯିବ। ଆଜିଠାରୁ ସଂସଦ ଭବନରେ ସଦସ୍ୟମାନଙ୍କ ପାଇଁ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଦିନ ୧୧ଟାରୁ ଆରମ୍ଭ ହୋଇଯାଇଛି। ସ୍କ୍ରିନିଂ ସମୟରେ ଫିଲ୍ମର କାଷ୍ଟ୍‍ମାନଙ୍କ ମଧ୍ୟରୁ କେହି ବି ଭବନରେ ଉପସ୍ଥିତ ନଥିବା ସୂଚନା ରହିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.