News

ଲୁଟ ପରେ ନାବାଳିକାକୁ ଗଣବଳତ୍କାର

rape

ରାତି ଅଧରେ ଘରେ ପଶି ଲୁଚିଲେ। ଲୁଟ ପରେ ଶୋଇଥିବା ନାବାଳିକାକୁ ଉଠାଇ ନେଇ ଗଣବଳତ୍କାର କଲେ ଦୁବୃତ୍ତ। ଏମିତି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଜିଲ୍ଲାର ପୋଲସରା ବ୍ଲକ୍‌ ବାଲିସାହି ଫାଣ୍ଡି ଅଞ୍ଚଳରେ ଏ ଘଟଣା ଘଟିଛି।

rape

ମିଳିଥିବା ସୂଚନା ଅନୁଯାୟୀ, ଘରେ ସମସ୍ତେ ଶୋଇଥିବା ବେଳେ ତିନି ଜଣ ଚୋର ପଶିଥିଲେ। ସେମାନେ ଘରୁ ଟଙ୍କା,ସୁନା ଆଦି ଚୋରି କରିବା ସହିତ ନାବାଳିକାଙ୍କୁ ଉଠାଇ ନେଇଥିଲେ ଝିଅଟିକୁ ଘରଠାରୁ ଅଳ୍ପ ଦୂରକୁ ନେଇ ଚୋରମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘରକୁ ଆସିବା ପରେ ଘରର ଆସବାବପତ୍ର ଛିନ୍ନଛତ୍ର ହୋଇପଡ଼ିଥିଲା। ସୁଟ୍‌କେସ୍‌ ଭାଙ୍ଗି ୨୦ହଜାର ଟଙ୍କା, ୬ ଭରି ସୁନା ଚୋରି ଯାଇଥିବା ଦେଖିବାକୁ ପାଇଥିଲେ।

ସୂଚନାଯୋଗ୍ୟ, ମୁନି! ଏ ମୁନି କୁଆଡେ଼ ଗଲୁ ଲୋ! କିଟି କିଟି ଅନ୍ଧାରରେ ବାୟା ଭଳି ଖୋଜୁଥିଲୁ। ତା’ ମା’ କାନ୍ଦୁଥିଲା। ପାଖ ପଡ଼ିଶାର କିଛି ଲୋକ ଆମ ପଛରେ ଦୌଡ଼ୁଥିଲେ। ଶେଷରେ ଅନ୍ଧାର ଭିତରୁ ଦୂର ବିଲ ଭିତରୁ ବାପା ବୋଲି ଶୁଣାଗଲା। ଆଗପଛ ନଦେଖି ସେଇଆଡେ଼ ଦୌଡ଼ିଗଲୁ। ବିଲ ଭିତରେ ମୁନିକୁ ଦେଖିଲୁ। ଅଣ୍ତାଳି ଅଣ୍ତାଳି ତାକୁ ତଳୁ ଉଡାଇବା ବେଳେ ଦେହସାରା ରକ୍ତ। ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି ଗଣଧର୍ଷଣ ଶିକାର ପୋଲସରା ବ୍ଲକର ମୁନି(ଛଦ୍ମନାମ)ର ବାପା ପାଗଳ ଭଳି କାନ୍ଦି କାନ୍ଦି ଏହି କଥା କହିଥିଲେ।

ପଢନ୍ତୁ; ଏମଏସଏମଇ ସହାୟତା ଓ ଜନସମ୍ପର୍କ ଅଭିଯାନକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Related posts

ଏସ୍‌ବିଆଇ ‘ଫନି’ ପ୍ରଭାବିତ ଉଦ୍ୟୋଗୀଙ୍କୁ ଦେବ ଋଣ

Ratnamani Moharana

ଲାଡେନ ଭଳି ମାସୁଦ ଆଝରକୁ ମଧ୍ୟ ମାରିବୁ : ଅରୁଣ ଜେଟଲି

Ratnamani Moharana

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଯୁବରାଜ ସିଂ

Ratnamani Moharana

Leave a Comment