22.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ଗତି ଶକ୍ତି ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ଦେଶର ଅର୍ଥନୀତିକୁ ସଜାଡିବାକୁ କେନ୍ଦ୍ର ସରକାରଙ୍କ ପ୍ରୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଏକ ମଲ୍ଟି ମୋଡାଲ ମାଷ୍ଟର ପ୍ଲାନ ଯୋଜନା ଏଥିରେ ଭିତ୍ତିଭୂମି ନିର୍ମାଣ ପାଇଁ ସରକାରଙ୍କ ବିଭିନ୍ନ ବିଭାଗକୁ ନେଇ ଏକ ସାମଗ୍ରିକ ଯୋଜନାର ରୂପରେଖ ପ୍ରସ୍ତୁତ କରାଯିବ । ଏହା ଅଧୀନରେ ଦେଶର ବିଭିନ୍ନ ସରକାରୀ ବିଭାଗର ମିଶ୍ରଣରେ ଏକ ନେଟୱର୍କିଂ ପ୍ଲାନିଂ ଗ୍ରୁପ ପ୍ରସ୍ତୁତ କରାଯିବ ।

ଏହି ଯୋଜନା ଦେଶର ମାଷ୍ଟରପ୍ଲାନ ଏବଂ ଭିତ୍ତିଭୂମିର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନା ଦେଶରେ ନିଯୁକ୍ତି ସୁଯୋଗରେ ଉନ୍ନତି ଆଣିବାରେ ମଧ୍ୟ ସହାୟକ ହୋଇପାରିବ । ୭୫ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଗତି ଶକ୍ତି ଯୋଜନାର ଘୋଷଣା କରିଥିଲେ ।

ପଢନ୍ତୁ: ମଣ୍ଡପରେ ଆଜି ମାଆଙ୍କ ମହାଷ୍ଟମୀ, ଖାଁ ଖାଁ ମଣ୍ଡପ

Related posts

ଗଗନଯାନ ପାଇଁ ୧୧ ମାସ ରୁଷରେ ତାଲିମ ନେବେ ୪ ମହାକାଶଚାରୀ

Ratnamani Maharana

ରାଜ୍ୟରେ ପୁଣି ବଢ଼ିଲା ତୈଳ ଦର

Ratnamani Maharana

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଖଡା ଆରମ୍ଭ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More