EnewsOdia.Com

ବଜେଟ୍‌ ଦସ୍ତାବିଜ ଛାପା କାମ ପୂର୍ବରୁ ହେବ ହାଲଓ୍ୱା ବଣ୍ଟନ ଉତ୍ସବ

ଆଜିଠାରୁ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଦସ୍ତାବିଜ ଛାପା କାମ ଆରମ୍ଭ ହେବ । ଏଥିପାଇଁ ପ୍ରଥମେ ହାଲଓ୍ୱା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ଅନ୍ୟମାନେ ଯୋଗଦେବେ ।

ହାଲଓ୍ୱା ପ୍ରସ୍ତୁତି ପରେ ତାକୁ ନର୍ଥ ବ୍ଲକରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ ହେବ । ପାରମ୍ପରିକ ଉତ୍ସବ ପରେ ବଜେଟ ଛାପା କାର୍ଯ୍ୟ ଆରମ୍ଭ ହେବ ।

ଫେବ୍ରୁଆରୀ ୧ରେ ବଜେଟ ଉପସ୍ଥାପନ ହେବ । ତେଣୁ ପ୍ରାୟ ୧୦ ଦିନ ଧରି ବଜେଟ ଛାପା ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀ ମାନେ ନର୍ଥବ୍ଲକର ବେସମେଣ୍ଟରେ ରହିବେ ।

ସଂସଦରେ ବଜେଟ୍‌ ଉପସ୍ଥାପନ ପରେ ହିଂ ସେମାନେ ସେଠାରୁ ବାହାରିବେ । ବାର୍ଷିକ ବଜେଟ୍‌ ପ୍ରସ୍ତାବରେ ରଖାଯାଇଥିବା ବିଷୟ ଗୁଡ଼ିକ ଲୋକ ଲୋଚନକୁ ନଆସିବା ପାଇଁ ଏହି ସତର୍କତା ଅବଲମ୍ବନ କରାଯାଏ ।

ପଢନ୍ତୁ: ବରଫରେ ସ୍ପୋର୍ଟସ୍‌ କାର୍‌ ତିଆରି କରି ଚର୍ଚ୍ଚାରେ କାଶ୍ମୀର ଯୁବକ

ସମ୍ବନ୍ଧିତ ଖବର

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ୍‌ବଲ୍ ଲେଜେଣ୍ଡ୍‌ କୋବେ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ

Ratnamani Maharana

ଆଜି ହେଉଛି ସ୍ଥଳସେନାର ୭୨ ତମ ପ୍ରତିଷ୍ଠା ଦିବସ

Ratnamani Maharana

ପୁଣି ଅଶାନ୍ତ ଜେଏନୟୁ କ୍ୟାମ୍ପସ

Ratnamani Maharana

ବିଜେପୁର ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ

Ratnamani Maharana

ଭାରତୀୟ ଡାକ୍ତର ଆବିଷ୍କାର କଲେ ଦୂରାରୋଗ୍ୟ କରୋନା ଭାଇରସର ଔଷଧ

Ratnamani Maharana

CAA ଦଙ୍ଗାପାଇଁ ଇଣ୍ଟରନେଟ୍ ବନ୍ଦ ହେବାରୁ ଅନଲାଇନ୍ କାରବାରରେ ବଡ କ୍ଷତି

Ratnamani Maharana