Entertainment

୪ବର୍ଷ ବ୍ୟବଧାନ ପରେ ବଡ଼ ପରଦାକୁ ପୁଣି ଫେରିବେ ଏହି ଯୋଡି

ritesh

୪ବର୍ଷ ବ୍ୟବଧାନ ପରେ ବଡ଼ ପରଦାକୁ ପୁଣି ଫେରିବାକୁ ଯାଉଛନ୍ତି ଅଭିନେତା ରିତେଶ ଦେଶମୁଖ ଓ ଜେନେଲିଆ ଡିସୋଜା। ବଲିଉଡ କପୁଲ ନିଜର ଆଗାମୀ ମରାଠୀ ଫିଲ୍ମ‘ମୌଲି’ ଜରିଆରେ ବଡ ପରଦାରେ ଜଲଓ୍ଵା ଦେଖାଇବାକୁ ଯାଉଛନ୍ତି। ତେବେ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ରିତେଶ ଓ ଜେନେଲିଆଙ୍କ ଫ୍ୟାନ୍‌ସଙ୍କ ମଧ୍ୟରେ ପ୍ରବଳ ଆନନ୍ଦ ଲାଗି ରହିଛି ।

ritesh

ପୂର୍ବରୁ ରିତେଶ ଜେନେଲିଆଙ୍କ ପ୍ରଥମ ମରାଠୀ ଫିଲ୍ମ ‘ଲାଇ ଭାରୀ’ ମାଧ୍ୟମରେ ଡେବ୍ୟୁ କରିଥିଲେ । ସିନେମା ‘ନାଲ ଲଭ ହୋ ଗୟା’, ‘ତୁଝେ ମେରି କସମ’ ଓ ‘ମସ୍ତି’ ଜରିଆରେ ରିତେଶ ଦେଶମୁଖଙ୍କ ବିପକ୍ଷରେ ଜେନେଲିଆ ଅଭିନୟ କରି ରାତାରାତି ଷ୍ଟାର ପାଲଟି ଯାଇଥିଲେ।

ସୂଚନାଯୋଗ୍ୟ, ପ୍ରାୟ ୯ବର୍ଷ ଉଭୟ ଡେଟ କରିବା ପରେ ୨୦୧୨ ଫେବୃ୍ରୟାରି ୩ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ପଢନ୍ତୁ; କାଶ ଏବଂ କଫରୁ ମୁକ୍ତି ଦେଇଥାଏ ଅମରପୋଇ ପତ୍ର! ଜାଣନ୍ତୁ ଏହାର ଔଷଧିୟ ଗୁଣ

Related posts

ହିମାନ୍‌ସ ଓ ନେହା କକ୍କରଙ୍କ ସଂପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା , ମୁହଁ ଖୋଲିଲେ ନେହା କକ୍କର

ENO Beuro

ଭେଣ୍ଟିଲେଟରରେ କାଦର ଖାନ

ENO Beuro

୩୧ ବର୍ଷରେ ପାଦ ରଖିଛନ୍ତି ଆଶିକି ଗର୍ଲ ଶ୍ରଦ୍ଧା କପୁର! ନିଜର ଆକର୍ଷଣୀୟ ଅଭିନୟ ପାଇଁ ବଲିଉଡରେ ବେଶ ଲୋକପ୍ରିୟ

ENO Beuro

Leave a Comment