ନିଜ ମନରୁ ମନ୍ଦ ଚିନ୍ତାଧାରାକୁ ଦୂରେଇବେ କିପରି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ମଣିଷ ଯେବେ କିଛି ହରାଇଥାଏ ସେତେବେଳେ ସେ ବହୁତ ଭାଙ୍ଗି ପଡିଥାଏ।ଯେତେବେଳେ ମନରେ ନକାରାତ୍ମକ ଚିନ୍ତାଧାରା ପଶିଥାଏ। ମଣିଷ ନିଜକୁ ହତାଶ, ନିରାଶ ଏବଂ ଦୁଃଖୀ ହୋଇ ଯେମିତି ଭିତରେ ଭିତରେ କ୍ଷୟ ହୋଇ ଚାଲିଥାଏ। ନକାରାତ୍ମ ଶକ୍ତି ସବାର ହୋଥିବା ମଣିଷ ଭାବନ୍ତି ଯେ ଉନ୍ନତି ବା ବିକାଶ ଆଉ କୌଣସି ଆଶା ନାହିଁ। ଜୀବନରୁ ସବୁ ଆଗ୍ରହ ହରାଇ ସେମାନେ ଜୀବନ ହାରି ଦେବାକୁ ଚିନ୍ତା କରିଥାନ୍ତି।

ଏପରି ସମସ୍ୟାରୁ ନିଜକୁ ଦୂର ରଖିବେ କିପରି? ଜାଣନ୍ତୁ

ଯେତେବେଳେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛ,ସେତେବେଳେ ନିଜେ ଭାବ ଏହି ଦୀର୍ଘ ସମୟ ବେଶିଦିନ ରହିବ ନାହିଁ। ଏହା ପରେ ସୁଦିନ ଆସିବ। ଏହି ଭାବନାରେ ଲାଗି ରହିଲେ ମନରେ ଆପଣା ଛାଏଁ ସକାରତ୍ମକ ଭାବନା ଆସିବ।

ଜୀବନରେ ଉତ୍ଥାନ ଓ ପତନ ସ୍ୱାଭାବିକ କଥା। ଆପଣା ଭିତରେ ଆତ୍ମ ବିଶ୍ୱାସ ରଖନ୍ତୁ ଯେ ‘ସବୁ କିଛି ବଦଳାଇବାକୁ ଆପଣ ସମର୍ଥ’। ଏତିକି କଥା ହିଁ ଆପଣଙ୍କୁ ସକାରାତ୍ମକ ରାଜ୍ୟକୁ ନେଇ ସଫଳତା ଆଣିଦେବ।

ଦୁନିଆରେ ମଣିଷର ମନ ହେଉଛି ସବୁଠୁ ବଡ଼ ରହସ୍ୟମୟ ଏବଂ ଆଶ୍ଚର୍ଯ୍ୟକର। ମଣିଷ ଯାହା ଇଚ୍ଛା କରେ ସମୟକ୍ରମେ ତାହା ହାସଲ କରେ। ଏଥିପାଇଁ ଲୋଡ଼ା ସକାରତ୍ମକ ଲୋଡ଼ା। ଏହାହିଁ ଜୀବନର ସଫଳତା ପ୍ରାପ୍ତିର ବଡ଼ ଉପାୟ।

ପଢନ୍ତୁ;

ଝିଅର ମାତା-ପିତା ଝିଅର ପ୍ରେମିକାକୁ ପ୍ରଥମ ଦେଖରେ କେଉଁ ପ୍ରଶ୍ନ କରନ୍ତି ଜାଣନ୍ତୁ

ଯେତେବେଳେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛ,ସେତେବେଳେ ନିଜେ ଭାବ ଏହି ଦୀର୍ଘ ସମୟ ବେଶିଦିନ ରହିବ ନାହିଁ। - 8.8

88%

ଦୁନିଆରେ ମଣିଷର ମନ ହେଉଛି ସବୁଠୁ ବଡ଼ ରହସ୍ୟମୟ ଏବଂ ଆଶ୍ଚର୍ଯ୍ୟକର - 8.2

82%
8.5/10

Very Good!

ନିଜ ମନରୁ ମନ୍ଦ ଚିନ୍ତାଧାରାକୁ ଦୂରେଇବେ କିପରି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ମଣିଷ ଯେବେ କିଛି ହରାଇଥାଏ ସେତେବେଳେ ସେ ବହୁତ ଭାଙ୍ଗି ପଡିଥାଏ।ଯେତେବେଳେ ମନରେ ନକାରାତ୍ମକ ଚିନ୍ତାଧାରା ପଶିଥାଏ। ମଣିଷ ନିଜକୁ ହତାଶ, ନିରାଶ ଏବଂ ଦୁଃଖୀ ହୋଇ ଯେମିତି ଭିତରେ ଭିତରେ କ୍ଷୟ ହୋଇ ଚାଲିଥାଏ। ନକାରାତ୍ମ ଶକ୍ତି ସବାର ହୋଥିବା ମଣିଷ ଭାବନ୍ତି ଯେ ଉନ୍ନତି ବା ବିକାଶ ଆଉ କୌଣସି ଆଶା ନାହିଁ। ଜୀବନରୁ ସବୁ ଆଗ୍ରହ ହରାଇ ସେମାନେ ଜୀବନ ହାରି ଦେବାକୁ ଚିନ୍ତା କରିଥାନ୍ତି।

No Votes Yet

You're not rated yet