Featured

ଅଜଣା ନମ୍ବରର କଲ ଡିଟେଲ୍ସ ଜାଣିବା ପାଇଁ ଆପଣାନ୍ତୁ ଏହି ଫର୍ମୁଲା

ଆଜିକାଲି କ୍ରାଇମ ବଢିବାରେ ଲାଗିଛି । ଦିନକୁ ଦିନ ଜୀବନ ମଧ୍ୟ ଜଟିଳ ହେବାରେ ଲାଗିଛି । ସେହି ସମୟରେ ମୋବାଇଲର ବ୍ୟବହାର ମଧ୍ୟ ଅତି ସାଧାରଣ ହୋଇପଡ଼ିଛି । କିନ୍ତୁ ବେଳେ ବେଳେ ଏଭଳି କିଛି ଘଟଣା ଘଟୁଛି ଯାହାକୁ ସମାଧାନ କରିବା କଷ୍ଟକର ହୋଇପଡ଼ୁଛି । କିନ୍ତୁ ଏହି ସବୁର ସମାଧାନ ପାଇଁ ମୋବାଇଲ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଯାହା ଦ୍ୱାରା ସମସ୍ୟା ପ୍ରାୟତଃ ସମାଧାନ ହୋଇଯାଏ । ସେଥିପାଇଁ ମୋବାଇଲ ନମ୍ବରର କଲ ଡିଟେଲ୍ସ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଯାହା ସମାଧାନର ଏକ ମାଧ୍ୟମ ।

ତେବେ ଚାଲନ୍ତୁ ଜାଣିବା ସେଥିପାଇଁ କିଛି ସାଧାରଣ ଉପାୟ ;

ଆପଣ ଯଦି କୌଣସି ନମ୍ବରର କଲ ଡିଟେଲ୍ସ ଜାଣିବାକୁ ଚାହୁଁଛନ୍ତି ତେବେ ଏହାକୁ ଖୁବ ସହଜରେ ଜାଣିପାରିବେ । ଏଥିପାଇଁ କୌଣସି ଚାର୍ଜ ଦେବାପାଇଁ ପଡ଼ିବ ନାହିଁ । ଏହା ସମ୍ପୂର୍ଣ୍ଣ ମାଗଣା । ଆପଣ ଯେଉଁ ମୋବାଇଲର କଲ ଡିଟେଲ୍ସ ଜାଣିବା ପାଇଁ ଚାହୁଁଛନ୍ତି ସେଥିରେ ଆପଣଙ୍କୁ ଏକ ଆପ ଇନଷ୍ଟଲ କରିବାକୁ ପଡ଼ିବ । ସେହି ଆପର ନାମ ହେଉଛି ମବଲ ଆପ । ଏହାକୁ ଇନଷ୍ଟଲ କରିବା ପରେ ସେହି ମୋବାଇଲରୁ ହୋଇଥିବା ସମସ୍ତ ଆଉଟ ଗୋଇଙ୍ଗ କଲକୁ ଆପଣ ଜାଣିପାରିବେ । କିନ୍ତୁ ସେଥିରେ ଇନକମିଂ କଲ ଡାଟା ମିଳିବ ନାହିଁ । ଏହି ଆପ ଯେଉଁ ଫୋନରେ ଇନଷ୍ଟଲ ହେବ ତାହାର ଇମେଲ ଆଇଡିକୁ କଲ ଡିଟେଲ୍ସ ଯିବ । ତେବେ ଏହା ଦ୍ୱାରା ପ୍ରିପେଡ଼ ଏବଂ ପୋଷ୍ଟପେଡ଼ ଦୁଇଟିର କଲ ଡିଟେଲ୍ସ ଜାଣି ହେବ ।

ଆସନ୍ତୁ ଜାଣିବା ଏହାର ପୁରା ପ୍ରକ୍ରିୟା ;

ଫୋନରେ ଏହି ଆପକୁ ଇନଷ୍ଟଲ କରିବା ପରେ ଆପଣ ଯେଉଁ ନମ୍ବରର କଲ ଡିଟେଲ ଜାଣିବା ପାଇଁ ଚାହୁଁଛନ୍ତି ସେହି ନମ୍ବରକୁ ପୁଟ କରିବାକୁ ପଡ଼ିବ । ଏହା ପ୍ରାଇଭେସି ପାଇଁ ବ୍ୟବହାରକାରୀର ଅନୁମତି ପାଇବା ପରେ କାର୍ଯ୍ୟ କରିବା ଆରମ୍ଭ କରିଦିଏ । ଏହା କଲ ଡିଟେଲ୍ସ ସେହି ଇମେଲ ଆଇଡିକୁ ପଠାଇବ ଯେଉଁଥିରେ ତାହା ଲଗ ଇନ କରାଯାଇଥିବ । ଏଥିରେ ତାରିଖ,ସମୟ,ନମ୍ବର ଏବଂ କଲ ଭଳି ସମସ୍ତ ଡିଟେଲ୍ସ ରହିଥାଏ । ଏହି ଆପ ଦ୍ୱାରା ବ୍ୟବହାରକାରୀ ୭ ଦିନରୁ ଆରମ୍ଭ କରି ୩୦ ଦିନ ପର୍ଯ୍ୟନ୍ତ କଲ ଡିଟେଲ ବାହାର କରିପାରିବ ।

ପଢନ୍ତୁ ;

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

Related posts

ମୋବାଇଲରେ ଟେକ୍ଟ କଲାବେଳେ ବେକକୁ ଅତ୍ୟଧିକ ବଙ୍କାଇବା ଦ୍ୱାରା ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ଜାଣନ୍ତୁ!

ENO Beuro

ଆସନ୍ତୁ ଜାଣିବା ଅପରାଜିତାର ଔଷଧୀୟ ଗୁଣ

ENO Beuro

ବିନା ଲଗଇନରେ କେମିତି କରିବେ ଆଧାର ସହ ପିଏଫ ଆକାଉଂଟକୁ ଲିଙ୍କ ! ଆସନ୍ତୁ ଜାଣିବା କିଛି ନୂଆ ଉପାୟ

ENO Beuro

Leave a Comment