Loading...

ଆଜିଠୁ ଆରମ୍ଭ ମା ତାରିଣୀଙ୍କ ଚଇତି ପର୍ବ

ଆଜିଠୁ ଆରମ୍ଭ ମା ତାରିଣୀଙ୍କ ଚଇତି ପର୍ବ

ଆଜିଠୁ ଆରମ୍ଭ ହୋଇଛି ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାଆଙ୍କ ଚଇତି ପର୍ବ ଚାଲିବ ।

ଆଜିଠୁ ଆରମ୍ଭ ହୋଇଛି ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବ । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାଆଙ୍କ ଚଇତି ପର୍ବ ଚାଲିବ । ଆଜି ସକାଳୁ ମାଆଙ୍କ ମାର୍ଜଣା, ମଙ୍ଗଳ ଆଳତୀ, ଷୋଡଶ ଉପଚାରରେ ପୂଜା ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏହାସହ ଆଜି ମାଆଙ୍କୁ ସୁନାବେଶ କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଯାଇ ଦର୍ଶନ କରୁଛନ୍ତି ଭକ୍ତ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.