EnewsOdia.Com

ଜାପାନରୁ ଉଦ୍ଧାର ହେଲା ଘୋଷ୍ଟ ବୋଟ୍

ଘୋଷ୍ଟ ବୋଟରୁ ଜବତ ହେଲା ପାଞ୍ଚଟି ଶବ ସହିତ ଦୁଇଟି କଟା ମଣିଷ ମୁଣ୍ଡ

 

ଜାପାନର ସମୁଦ୍ର ତଟରେ ଏକ ଭଙ୍ଗା ଡଙ୍ଗା ଦେଖିବାକୁ ମିଳିଛି । ଯେଉଁ ଭଙ୍ଗା ଡଙ୍ଗାଟିରେ ପାଞ୍ଚଟି ଶବ ସହିତ ଦୁଇଟି ମଣିଷଙ୍କର କଟା ମୁଣ୍ଡ ଉଦ୍ଧାର କରାଯାଇଛି । ଡଙ୍ଗାଟିକୁ ଜାପାନର ସାଡୋ ଦ୍ବୀପ ତଟରେ ଶୁକ୍ରବାର ଦିନ ଉଦ୍ଧାର କରାଯାଇଥିଲା । ଅଧିକାରୀମାନେ ସେଠାରେ ଶନିବାର ଦିନ ପହଁଚିବା ପରେ କ୍ଷତିଗ୍ରସ୍ତ ଡଙ୍ଗାକୁ ଜବତ କରିବା ସହିତ ସେଥିରେ କୋରିୟା ଭାଷାରେ କିଛି ଲେଖା ଯାଇଥିବା ଦେଖିବାକୁ ପାଇଥିଲେ ।ଅନ୍ୟପଟେ ପୋଲିସ୍ ଏଯାଏ ସ୍ପଷ୍ଟ କରିନାହିଁ କି ଏକ କଟା ମୁଣ୍ଡ ଏବଂ ଶବ କାହାର ।

ଜାପାନୀ ମିଡିଆର କହିବାକଥା ଏହି ଶବ ଆଂଶିକ ରୂପେ କଙ୍କାଳ ହୋଇଯାଇଥିବା ବେଳେ ଏହା ଜଣାପଡୁଛି କି, ଏହି ଲୋକମାନେ ଦୀର୍ଘ ଦିନ ଧରି ସମୁଦ୍ରରେ ଫସିରହିଥିଲେ ।

ଏକଥା ମଧ୍ୟ କୁହାଯାଉଛି କି, ଏହି ଘୋଷ୍ଟ ବୋଟ୍ ଉତ୍ତର କୋରିୟାର । ଯିଏ ପ୍ରାୟତଃ ଜାପାନର ତଟକୁ ଚାଲି ଆସିଯାଏ । ପ୍ରାୟତଃ ଏହି ଡଙ୍ଗା ପୁରା ଖାଲି ରହିଥାଏ କିମ୍ବା ଏଥିରେ ନର କଙ୍କାଳ ରହିଥିବା ଦେଖିବାକୁ ମିଳିଥାଏ ।

ପଢନ୍ତୁ: କମ୍ପିବ ବରଗଡ, ଆଜିଠୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ସମ୍ବନ୍ଧିତ ଖବର

ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ

Ratnamani Maharana

ବିବାହ ବନ୍ଧନରେ ବାନ୍ଧିହେବେ ସାଉଥ ସୁପରଷ୍ଟାର ନିତୀନ

Ratnamani Maharana

ଆସନ୍ତାକାଲିଠାରୁ ବନ୍ଦ ଶିରିଡି ସାଇ ମନ୍ଦିର

Ratnamani Maharana

ବିଶ୍ୱବିଦ୍ୟାଳୟରେ ଇ-ସିଗାରେଟ୍‌ ଉପରେ ଲାଗିଲା କଟକଣା

Ratnamani Maharana

କରୋନା କବଳରେ ଭାରତର ୪୦ ନାଗରିକ

Ratnamani Maharana

କୋଣାର୍କକୁ ନେଇ ଆରମ୍ଭ ହେଲା ବିବାଦ

Ratnamani Maharana