VASTU

ଜାଣନ୍ତୁ କେମିତି ଆଙ୍ଗୁଠିର ଝିଅ ନିଜର ସ୍ୱାମୀ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି!

ପୁଅମାନେ ନିଜ ବାହାଘରକୁ ନେଇ ଚିନ୍ତିତ ଥାଆନ୍ତି କିପରି ଗୋଟେ ଭଲ ସୁନ୍ଦର ଏବଂ ଗୁଣବାନ ଜୀବନସାଥି ପାଇବାକୁ। ଆପଣ ଜାଣିଛନ୍ତି କି? ନିଜ ଜୀବନସାଥିର  ଆଙ୍ଗୁଠିରୁ ଆପଣଙ୍କ ଭବିଷ୍ୟତ ଜାଣିପାରିବେ।ଗୀତା ପ୍ରେସ୍ ଗୋରଖପୁର ଦ୍ୱାରା ପ୍ରକାଶିତ ସଂକ୍ଷିପ୍ତ ଭବିଷ୍ୟତ ପୁରାଣ ବା ବ୍ରାହ୍ମଣ ପୁରାଣ ଅନୁସାରେ କେମିତି ଆଙ୍ଗୁଠିର ଝିଅ ନିଜର ସ୍ୱାମୀ ପାଇଁ ବହୁତ ଭାଗ୍ୟଶାଲି ଅଟନ୍ତି।

ଜାଣନ୍ତୁ ସେ ସମ୍ପର୍କରେ-

  • ଯେଉଁ ଝିଅର ଆଙ୍ଗୁଠିରେ ଚାରି ପାରା ଅଛି ଆଙ୍ଗୁଠି ଛୋଟ ବା ମାଂସ କମ ଥିଲେ ନିଜ ସ୍ୱାମୀ ପାଇଁ ଭାଗ୍ୟଶାଳୀ ହୋଇ ନଥାଏ।
  • ଆଙ୍ଗୁଠିର ପ୍ରଥମ ଜାଗା ପତଳା ସମସ୍ତ ଏକ ସମାନ ହୋଇଥିଲେ ଏହା ଦ୍ୱାରା ବୈବାହିକ ଜୀବନରେ ସୁଖ- ଶାନ୍ତି ମିଳିଥାଏ ବୋଲି କୁହାଯାଏ।
  • ଯେଉଁ ଲୋକଙ୍କ ଆଙ୍ଗୁଠି ଗୋଲ ଓ ଲମ୍ବା ହୋଇଥାଏ , ଏହି ଝିଅ ନିଜ ଓ ନିଜ ସ୍ୱାମୀ ପାଇଁ ବହୁ ଭାଗ୍ୟଶାଳୀ କୁହାଯାଏ।
  • ଚିକଣ୍ , ସିଧା ଓ ଗାଢ ରହିତ ଆଙ୍ଗୁଠିର ମାନେ ଏହିଭଳି ଝିଅ ବୈବାହିକ ଜୀବନ ପାଇଁ ପ୍ରକୃତରେ ଠିକ୍ ଅଛନ୍ତି।
  • ଯେଉଁ ଝିଅଙ୍କ ଆଙ୍ଗୁଠି ଛୋଟ ହୋଇଥାଏ । ସେ ବହୁତ ଖର୍ଚ୍ଚି ହୋଇଥାନ୍ତି । ଏମିତି ମହିଳାଙ୍କ ଜୀବନରେ ବହୁ କଠିନ ସମସ୍ୟା ଦେଖା ଦେଇଥାଏ।
  • ଯେଉଁ ଝିଅର ହାତରେ ପଛରେ ଚୁଟି ଥାଏ , ତାର ସ୍ୱାମୀ ଜୀବନରେ ବହୁ ସମସ୍ୟା ସାମ୍ନା କରିବାକୁ ପଡିଥାଏ।

ଜାଣନ୍ତୁ କେମିତି ଆଙ୍ଗୁଠିର ଝିଅ ନିଜର ସ୍ୱାମୀ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି! girl

ପଢନ୍ତୁ;

ଆପଣ ଜାଣିଛନ୍ତି କି? ସକାଳେ ଜଳଖିଆ ନ ଖାଇବା ଦ୍ଵାରା ବଢିଥାଏ ଓଜନ! ଜାଣନ୍ତୁ ଏହାର କାରଣ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ, ଜାଣନ୍ତୁ କାରଣ କ’ଣ ?

Krishna Kumar Manoj

କପାଳ ଦେଖି ଭବିଷ୍ୟବାଣୀ – ଜାଣନ୍ତୁ କଣ ଲେଖାଯାଇଛି ଆପଣଙ୍କ କପାଳରେ

Krishna Kumar Manoj

ଭୁଲରେ ଏହି ୫ଟି ଭୁଲ କରନ୍ତୁ ନାହିଁ, ହୋଇପାରେ ଅଶୁଭ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More