ଝିଅର ମାତା-ପିତା ଝିଅର ପ୍ରେମିକାକୁ ପ୍ରଥମ ଦେଖରେ କେଉଁ ପ୍ରଶ୍ନ କରନ୍ତି ଜାଣନ୍ତୁ

ସାଧାରଣ ଭାବେ ବିବାହ ପୂର୍ବରୁ ପୁଅ ବା ଝିଅ ସେମାନଙ୍କ ଶାଶୁ-ଶଶୁରଙ୍କୁ ଦେଖା କରିଥାଆନ୍ତି ।  ଏହା ସମସ୍ତଙ୍କ ଜୀବନରେ ଦିନେ ନା ଦିନେ ଆସେ । ତେବେ ପ୍ରେମ ବିବାହ ହେଉ ବା ପ୍ରସ୍ତାବିତ ବିବାହ, ଏହି ସମୟ ସମସ୍ତଙ୍କ ଜୀବନରେ ଆସେ । ଖାସ୍‌ କରି ଗୋଟେ ପୁଅ ପାଇଁ ଏହା ସବୁଠୁ କଠିନ ପରୀକ୍ଷା ବୋଲି କୁହାଯାଏ । ତେବେ ପ୍ରେମ ବିଭାହରେ  ଝିଅ ତାର ପ୍ରେମିକକୁ ବିବାହ ପାଇଁ ପ୍ରଥମ ଥର ଘରକୁ ନେଇ କି ଆସେ ସେତେବେଳେ ଝିଅର ମାତା-ପିତାମାନେ ତାକୁ କିଛି ପ୍ରଶ୍ନ କରି ଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେ ସବୁ କ ‘ଣ ?

ପ୍ରଥମ ଦେଖରେ କ’ଣ ପଚାରନ୍ତି ଜାଣନ୍ତୁ

  • ତମେ ଆମ ଝିଅକୁ କେତେ ଭଲ ପାଅ ? ଏହି ପ୍ରଶ୍ନ ସବୁ ମାତା-ପିତାମାନେ ଝିଅର ପ୍ରେମିକକୁ ପଚାରିଥାଆନ୍ତି ।
  • କେଉଁ ଭଳି ପୋଷାକ ତମେ ପିନ୍ଧିବାକୁ ଭଲପାଅ । ଏହି ପ୍ରଶ୍ନ ପଚାରି ସେ ପୁଅର ପୋଷାକ ପିନ୍ଧିବା ପସନ୍ଦରୁ ହିଁ ପୁଅର ଗୁଣ ବିଷୟରେ ଅନ୍ଦାଜ ଲଗାଇଥାଆନ୍ତି ।
  • ତମେ ରୋଜଗାର କ’ଣ କରୁଛ । ମାସକୁ କେତେ ଇନକମ କରୁଛ ଏବଂ ଆମ ଝିଅ କୁ ଖୁସିରେ ରାଖୀ ପାରିବ ତ । ଏମିତି ବହୁତ କଥା ପଚାରି ଥାଆନ୍ତି ।
  • ବିଭାହ ପରେ ଆମ ଝିଅର କିଛି ଅସୁବିଧା ହେବନି ତ ।
  • ତମେ ଆମ ଝିଅକୁ ଛାଡି ଦେଇ ଆଉ କଉ ଝିଅକୁ ଭଲ ପାଉ ନାହଁ ତ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କେଉଁ କାମ କଲେ ଭବିଷ୍ୟତ ଉଜ୍ଵଳ ହେବ ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More