LIFESTYLE

ଝିଅଙ୍କ କେଶ ସଜ୍ଜାରୁ ଜାଣନ୍ତୁ ସେମାନଙ୍କ ସ୍ଵଭାବ ସମ୍ପର୍କରେ!

hair

ସାଧାରଣତଃ ଝିଅମାନେ କେଶକୁ ବିଭିନ୍ନଶୈଳୀରେ ସଜାଇ ଥାଆନ୍ତି। ଶାସ୍ତ୍ର ଅନୁସାରେ ଝିଅଙ୍କ କେଶ ସଜ୍ଜାରୁ ଆପଣ ସେମାନଙ୍କ ସ୍ଵଭାବ ଓ ପର୍ସନାଲିଟି ବିଷୟରେ ଜାଣିପାରିବେ । ପ୍ରାୟତଃ ଝିଅମାନେ ଗୋଟେ ପ୍ରକାର ହେୟାର ଷ୍ଟାଇଲ ରଖିଥାନ୍ତି । କେବେ ଆପଣ ଭାବିଛନ୍ତି କି, ସେମାନେ ଏପରି କାହିଁକି କରିଥାନ୍ତି। ସେମାନଙ୍କ ସମ୍ପର୍କ ଆପଣଙ୍କ ବ୍ୟକ୍ତିତ୍ୱ ସହିତ ଯୋଡି ହୋଇଥାଏ ।

ଆସନ୍ତୁ ଜାଣିବା-

  • ବବ ହେୟାର ଷ୍ଟାଇଲ: ବବ ହେୟାର ଷ୍ଟାଇଲ ରଖୁଥିବା ଝିଅମାନେ ନିଜ ନିଜ ଜୀବନର ଉଦ୍ଦ୍ୟେଶକୁ ନେଇ ବହୁତ ଖୋଲା ସ୍ୱାଭାବର ହୋଇଥାନ୍ତି । ଏମାନେ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥାନ୍ତି ।

hair

  • କର୍ଲୀ ହେୟାର:   କର୍ଲୀ ହେୟାର ରଖୁଥିବା ଝିଅମାନେ  ରୋମାଣ୍ଟିକ ଓ ଆକର୍ଷକ ସ୍ୱଭାବର ହୋଇଥାନ୍ତି । ଏପରି ଝିଅମାନେ ଅନ୍ୟମାନଙ୍କ ତୁଳନାରେ ସବୁକାମ ବହୁତ ଶିଘ୍ର କରିଥାନ୍ତି ।
  • ଲିୟର୍ଡ ହେୟାର ଷ୍ଟାଇଲ:  ଲିୟର୍ଡ ହେୟାର ଷ୍ଟାଇଲ ରଖୁଥିବା ଝିଅମାନେ ଏଲିଗେନ୍ସ ଓ ସୋଫିଷ୍ଟକେଶନ ହୋଇଥାନ୍ତି ।
  • ଷ୍ଟ୍ରେଟ  ହେୟାର ଷ୍ଟାଇଲ: ଷ୍ଟ୍ରେଟ  ହେୟାର ଷ୍ଟାଇଲ କରୁଥିବା ଝିଅମାନେ ନିୟମକୁ ପାଳକ କରୁଥିବା ଓ ସ୍ୱାବଳମ୍ବୀ ହୋଇଥାନ୍ତି । ଏମାନେ ଟ୍ରେଣ୍ଡ ହିସାବରେ ନଯାଇ ସବୁବେଳେ କ୍ଲାସି ଲୁକରେ ରହିଥାନ୍ତି ।

ପଢନ୍ତୁ; ଥରୁଛି ଆଭ୍ୟନ୍ତରୀଣ ଓଡିଶା,୧୨ ଡିଗ୍ରୀ ତଳେ ୧୨ ସହର

:

Related posts

ଆସନ୍ତୁ ଜାଣିବା ,ସୋରିଷ ତେଲର ଉପକାରୀ ଗୁଣ

ENO Beuro

ସକାଳେ ପିଅନ୍ତୁ ଗୋଟାଏ ଗ୍ଲାସ କାକୁଡ଼ି ଜୁସ୍‌,ମିଳିବ ଅନେକ ଫାଇଦା

ENO Beuro

ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ ?

ENO Beuro

Leave a Comment