Featured

ଘରୋଇ ଉପଚାର ଦ୍ଵାରା, ଦୁଇ ଦିନରେ ତୋଫା ତ୍ଵଚା କେମିତି ପାଇବେ ଜାଣନ୍ତୁ

ଘରୋଇ ଉପଚାର ଦ୍ଵାରା, ଦୁଇ ଦିନରେ ତୋଫା ତ୍ଵଚା କେମିତି ପାଇବେ ଜାଣନ୍ତୁ

ତୋଫା ତ୍ଵଚା, ପ୍ରାୟତ ସମସ୍ତେ ସୁନ୍ଦର ଓ ତୋଫା ତ୍ଵଚା ପାଇବା ପାଇଁ ଚାହାନ୍ତି । ଆପଣ ମାନେ ଯାଣନ୍ତି କି ଦୁଇ ଦିନରେ କେମିତି ତୋଫା ତ୍ଵଚା ପାଇବେ ? ଘରୋଇ ଉପଚାର ଦ୍ଵାରା, ଦୁଇ ଦିନରେ ତୋଫା ତ୍ଵଚା କେମିତି ପାଇବେ ଜାଣନ୍ତୁ  କିଛି ଟିପ୍ସ ।

ମହୁ ଓ ଦହି ର ମିଶ୍ରଣ :

ମହୁ ଓ ଦହି ର ମିଶ୍ରଣ ଏକ ସାଧାରଣ ଘରୋଇ ଉପଚାର । କିନ୍ତୁ ଏହା ବହୁତ ଅଧିକ କାମ ଦେଇଥାଏ । ଭିଟାମିନ ସି ଏଥିରେ ଭରପୁର ରହିଥାଏ । ଏହି ମିଶ୍ରଣ ମୁହଁ ରେ ପ୍ରୟୋଗ କରି ୧୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଆପଣ ଏହା ଦ୍ଵାରା ସଫା, ଉଜଳ ଓ ତୋଫା ତ୍ଵଚା ପାଇ ପାରିବେ ।

ଲେମ୍ବୁ ଓ ଚିନୀ ର ମିଶ୍ରଣ :

ଗୋଟେ ଲେମ୍ବୁ ର ରସ ସହ ଗୋଟେ ଚାମଚ ଚିନୀ କୁ ମିଶାଇ ମୁହଁ ସହ ଶରୀର ରେ ପ୍ରୟୋଗ କରନ୍ତୁ । ଧୀରେ ଧୀରେ ମସାଜ କରନ୍ତୁ।

ତା ପରେ ଥଣ୍ଡା ପାଣିରେ ଧୋଇ ଆପଣଙ୍କ ନିତ୍ୟ କ୍ରିମ କୁ ଲଗାନ୍ତୁ । ଲେମ୍ବୁ ରେ ଥିବା ସିଟ୍ରିକ ଏସିଡ ଦ୍ଵାରା ଲୋମ ଛିଦ୍ର ଖୋଲିଥାଏ ଓ ତ୍ଵଚା ସଫା ଦିଶେ । ଚିନୀ ଯୋଗୁ ଏହା ପ୍ରକୃତିକ ସ୍କ୍ରବିଙ୍ଗ ର କାମ ଦିଏ ।

କ୍ଷୀର ଓ କଦଳୀ ର ମିଶ୍ରଣ :

କ୍ଷୀର ସହ ପାଚିଲା କଦଳୀ ର ମିଶ୍ରଣ ଏକ ଭଲ ଘରୋଇ ଉପଛର । ଶୁଷ୍କ ତ୍ଵଚା ର ଏହା ଏକ ଭଲ ଔଷଧ । ଏହି ମିଶ୍ରଣ କୁ ଲଗାଇ ଶୁଖିଲା ପରେ ଘଷି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଆପଣ ନିଶ୍ଚୟ ଫରକ ଅନୁଭବ କରିବେ ।

ଖାଇବା ସୋଡା ଓ ପାଣିର ମିଶ୍ରଣ :

ଆପଣ ଯଦି ଫେସ ୱାଶ କିମ୍ବା ସାବୁନ ର ବ୍ୟବହାର କରୁଛନ୍ତି ତେବେ ତା ବଦଳରେ ଆପଣ ଏହି ମିଶ୍ରଣ କୁ ବ୍ୟବହାର କରିପାରିବେ । ଏହା ଏକ ଭଲ କ୍ଲିଞ୍ଜର ରୂପେ କାମ ଦବ ଓ ତ୍ଵଚା କୁ ସଫା ରଖିବ । ଏହାକୁ ଅଧିକ ସମୟ ପାଇଁ ବ୍ୟବହାର କଲେ ମଧ୍ୟ ଖରାପ । କେବଳ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ରଖି ଧୋଇ ନିଅନ୍ତୁ ।

ଘି କୁଆଁରୀ :

ଘି କୁଆଁରୀ ଏକ ଉତ୍ତମ ଉପଛର । ଏହାକୁ ସିଧା ସଳଖ ଆପଣ ପ୍ରୟୋଗ କରିପାରିବେ କିମ୍ବା କୌଣସି ନିତ୍ୟ ପ୍ୟାକ ସହ ମିଶେଇ ବ୍ୟବହାର କରିପାରିବେ । ଏହାଦ୍ବାରା କୌଣସି ପ୍ରକାର ଆଲରଜୀ କିମ୍ବା କୁଣ୍ଡିଆ ହେଇନଥାଏ ।

ଘରୋଇ ଉପଚାର ଦ୍ଵାରା, ଦୁଇ ଦିନରେ ତୋଫା ତ୍ଵଚା କେମିତି ପାଇବେ ଜାଣନ୍ତୁ

ଜାଣନ୍ତୁ କେଉଁ ଖାଦ୍ଯ ରାତ୍ରି ସମୟରେ ଖାଇବା ଉଚିତ ନୁହଁ

Related posts

ଆଉ ବର୍ଷେ ବଢିଲା ରିଲାଏନ୍ସ ଜିଓର ପ୍ରାଇମ୍‌ ମେମ୍ବରସିପ୍‌ ଅବଧି

ENO Beuro

Ollywood Superstar Sabyasachi Chosen As The Brand Ambassador Of Green Chillyz

ENO Beuro

ନୀତି ଦିନିଆ ସାଧାରଣ ରୋଗ ଥଣ୍ଡା, କାଶ ଏବଂ ଜ୍ଵର ର କିଛି ଘରୋଇ ଉପଚାର

ENO Beuro

2 comments

Leave a Comment