ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
୩୭ ବର୍ଷ ପରେ ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ ୨୦୨୨ ଟାଇଟଲ ଜିତିଥିଲା। ଏହି ଐତିହାସିକ ବିଜୟ ପରେ ବିଜୟୀ ଟିମକୁ ବହୁମୂଲ୍ୟ ଉପହାର ଦେବାକୁ ଯାଉଛନ୍ତି ଅଧିନାୟକ ମେସି ।
୩୭ ବର୍ଷ ପରେ ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ ୨୦୨୨ ଟାଇଟଲ ଜିତିଥିଲା। ଏହି ଐତିହାସିକ ବିଜୟ ପରେ ବିଜୟୀ ଟିମକୁ ବହୁମୂଲ୍ୟ ଉପହାର ଦେବାକୁ ଯାଉଛନ୍ତି ଅଧିନାୟକ ମେସି । ଟିମର ସମସ୍ତ ଖେଳାଳିଙ୍କ ପାଇଁ ୩୫ଟି ଗୋଲ୍ଡ ଆଇଫୋନ ଅର୍ଡ଼ର କରିଛନ୍ତି ମେସି। ଭାରତୀୟ ମୁଦ୍ରା ଅନୁଯାୟୀ ଏହାର ମୂଲ୍ୟ ପ୍ରାୟ ୧.୭୩ କୋଟି ଟଙ୍କା ହେବ।
ସୂଚନାନୁସାରେ, ଉକ୍ତ ଫୋନରେ ଖୋଳାଳିଙ୍କ ନାମ, ସଂଖ୍ୟା ଓ ଆର୍ଜେଣ୍ଟିନା ଲୋଗୋ ରହିବ। ସୂଚନା ଅନୁଯାୟୀ, ମେସି ଶନିବାର ଦିନ ତାଙ୍କ ପ୍ୟାରିସ ଆପାର୍ଟମେଣ୍ଟରେ ଥିବା ସମସ୍ତ ସାଥୀ ଖେଳାଳିଙ୍କୁ ଏହି ଉପହାର ଦେବେ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।