News

ମହଙ୍ଗା ହେଲା ସୁନା ଦର

gold

ଘରୋଇ ବଜାରରେ ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ଘଟିଛି । ସୁନା ୧୦ଗ୍ରାମ ପିଛା ୫୫୫ଟଙ୍କା ବୃଦ୍ଧି ପାଇ ୩୨,୦୩୦ଟଙ୍କା ହୋଇଥିବା ବେଳେ ରୂପା ମୂଲ୍ୟରେ କିଲୋ ପିଛା ୪୫୦ଟଙ୍କା ବୃଦ୍ଧି ଘଟି ୩୯,୪୦୦ଟଙ୍କାରେ ପହଞ୍ଚିଛି । ଫଳରେ ରୂପା ମୂଲ୍ୟ କିଲୋ ପିଛା ୩୯,୦୦୦ଟଙ୍କା ସ୍ତର ଅତିକ୍ରମ କରିଛି।

gold

ସୂଚନାଯୋଗ୍ୟ,ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ଏବଂ ୯୯.୫ ପ୍ରତିଶତ ଶୁଦ୍ଧତା ବିଶିଷ୍ଟ ସୁନା ପ୍ରତ୍ୟେକର ମୂଲ୍ୟ ୫୫୫ ଟଙ୍କା ବୃଦ୍ଧି ଘଟି ଯଥାକ୍ରମେ ୩୨,୦୩୦ ଟଙ୍କା ୩୧,୮୮୦ ଟଙ୍କାରେ ପହଞ୍ଚିଛି।

ସେହିପରି ସିଙ୍ଗାପୁରଠାରେ ସୁନା ମୂଲ୍ୟରେ ଆଉନ୍ସ ପିଛା ୦.୩୨% ବୃଦ୍ଧି ଘଟି ୧୨୦୭.୬୦ ଡଲାରରେ ପହଞ୍ଚିଛି।

ପଢନ୍ତୁ;  ରସାୟନ ବିଜ୍ଞାନରେ ୩ଜଣଙ୍କୁ ନୋବେଲ ପୁରସ୍କାର

Related posts

ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Ratnamani Moharana

Odisha Government – Laptop For All Panchayats In The State

ENO Beuro

ମେ’ ୨୧ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ!

ENO Beuro

Leave a Comment